ଅବକରୀ ବିଭାଗ ଚଢ଼ାଉ ; ୨ ଗିରଫ
ପୁରୀ : କୋଣାର୍କ ବାଲିଦୋକାନ ଅଞ୍ଚଳରୁ ପୁରୀ ନେଇ ଦେଶୀ ମଦ ଆସୁଥିବା ବେଳେ ଅବକରୀ ବିଭାଗ ଚଢ଼ାଉ କରାଯାଇ ୨.୭ ଲିଟର ଦେଶୀ ମଦକୁ ଜବତ କରାଯଇଛି।
ଏହି ଘଟଣାର ଅବକାରୀ ବିଭାଗ ୨ ଜଣକୁ ଗିରଫ କରିଛି। ଗିରଫ ୨ ଜଣ ହେଉଛନ୍ତି ମିନା ଦାସ (୫୫) ଘର କୋଣାର୍କ ବାଲିଦୋକାନ ନିକଟସ୍ଥ ଓ ଅନ୍ୟ ଜଣକ …
