Odia News Portal
Yearly Archives

2020

ଚାଷୀଙ୍କୁ ୦% ସୁଧରେ ୫୦ହଜାର ଟଙ୍କା ଋଣ

ଭୁବନେଶ୍ୱର() ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ୯୬ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର…

ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ବିନିବେଶ ବିଭାଗ ସଚିବ ଶ୍ରୀ ପାଣ୍ଡେଙ୍କୁ କରୋନା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶ୍ରୀ ପାଣ୍ଡେ ୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ । ସେ ପୂର୍ବରୁ ରାଜ୍ୟ…

ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କୁ କରୋନା

ନୂଆଦିଲ୍ଲୀ() ବିଜେପି ନେତା ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟ ସାଉଥ ଦିଲ୍ଲୀ ସ୍ଥିତ ସାକେଯର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ ପୁର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷର ଦେଖାଦେଇଥିବାରୁ ଉଭୟ…

ହ୍ବାଟସଆପରୁ ଡିଲିଟ୍ ମେସେଜ ଏବେ ସହଜରେ ପଢିପାରିବେ, ଜାଣନ୍ତୁ

ଆଜିକାର ସମୟରେ ସ୍ମାର୍ଟଫୋନ୍ ଅଛି ମାନେ ସେଥିରେ ହ୍ୱାଟଆପ୍ ତ ନିଶ୍ଚିତ ଥିବ, ସମସ୍ତେ ପ୍ରାୟ ଏହି ଲୋକପ୍ରିୟ ମେସେଜିଗଂ ଆପ୍ କୁ ବ୍ୟବହାର କରିଥାନ୍ତି। ହ୍ବାଟସଆପରେ ଅନେକ ଗୁଡିଏ ଫିଚର ରହିଛି, କିନ୍ତୁ ଏଥିରେ ଗୋଟେ ଫିଚର ରହିଛି ‘ଡିଲିଟ ଫର ଏଭରିଓ୍ବାନ’। ଏଥିରେ ଆପଣ କୌଣସି ଗ୍ରୁପ କିମ୍ବା…

ଅସହାୟ ଜେମାଙ୍କୁ ସହାୟତା କଲେ ଯୁବ ସମାଜସେବୀ

ଭୁବନେଶ୍ୱର : ଜେମା ଛତର ୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ…

ସାବିତ୍ରୀ ରଥ ହାଇକୋର୍ଟ ବିଚାରପତି

ଭୁବନେଶ୍ୱର()  ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସାବିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି…

ଭୁବନେଶ୍ବରରେ ୪ ପଜିଟିଭ

ଭୁବନେଶ୍ୱର() ଆଜି ଚିହ୍ନଟ ହୋଇଥିବା ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ୪ ଜଣ ବୋଲି ଜଣାପଡ଼ିଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଯୁବକ ଓ ଜଣେ ଯୁବତୀ ଅଛନ୍ତି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିଲେ । ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ବର୍ଷୀୟ ଯୁବକ…

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର() ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୪ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । କରୋନା ଲକଡାଉନ ପାଇଁ ଲୋକେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଥିବାବେଳେ ପେଟ୍ରୋଲ ଓ ଡିଜେର ଦର ବୃଦ୍ଧି ଲାଗାତାରଭାବେ ବୃଦ୍ଧି ପାଇବାରେ ଲାଗିଛି ।

କରୋନାରେ ଅଫିସରଙ୍କ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ୱର()  ଦିନକୁ ଦିନ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି ।  ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି…

ସୋଆ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର () ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ୬ଟି ଶିକ୍ଷାନୁଷ୍ଠାନର ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ଦୁଇ ଘଣ୍ଟିଆ ଜଳଶକ୍ତି ଗ୍ରାମ, ସ୍ୱଚ୍ଛ କ୍ୟାମ୍ପସ୍‌, ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଓ…