Odia News Portal
Yearly Archives

2020

ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା

କରୋନା ସଙ୍କଟ ମଧ୍ୟରେ ଏହି ମହାମାରୀ ସମ୍ପର୍କରେ ଆଉ ଏକ ବଡ ତଥ୍ୟର ଖୁଲାସା ହୋଇଛି । ବୈଜ୍ଞାନିକଙ୍କ ମତରେ, ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହିଥାଏ । ଏହା ସହ ସେମାନଙ୍କ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ବୈଜ୍ଞାନିକଙ୍କ ରିପୋର୍ଟ ମୁତାବକ, କେଶ…

ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର() ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିିିଛି ।ଲଘୁଚାପର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ୍ । ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ ଜେନା…

୨୪ଘଣ୍ଟାରେ ୯,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ହଜାର ୫୯୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭,୪୬୬ରେ ପହଞ୍ଚିଛି । ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୨୯,୯୧୭ ଜଣ ଥିବା ବେଳେ ସୁସ୍ଥ…

ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ କ୍ୱାରେଣ୍ଟିନ୍ ସେଣ୍ଟର ଓ ୧୯ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ…

କରୋନା ପ୍ରଭାବରେ ରାଜଧାନୀର ଦୁଇ ବୃହତ୍‍ ପ୍ରକଳ୍ପ ଉପରେ କଳାବାଦଲ

ଭୁବନେଶ୍ୱର : କରୋନା ମାଡରେ ଘାଇଲା ହୋଇଥିବା ଅର୍ଥନୀତି ଯୋଗୁଁ ଏବେ ରାଜଧାନୀର ଦୁଇ ଦୁଇଟି ବଡ ପ୍ରକଳ୍ପ ଉପରେ ଅନିଶ୍ଚିତତାର କଳାବାଦଲ ଦେଖା ଦେଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନୂଆ ପ୍ରକଳ୍ପ ଉପରେ ବର୍ଷେ ପାଇଁ ରୋକ ଲଗାଇବା ସହିତ ଖର୍ଚ୍ଚକାଟ ପାଇଁ ସଙ୍କେତ ଦେବାପରେ ଏବେ ରାଜ୍ୟର ଦୁଇ…

ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ

ଯାଜପୁର : ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ। ମୃତ ଯବାନ ହେଲେ ବରୀ ବ୍ଲକ ଧାରପୁର ଅଞ୍ଚଳର ବିକାଶ ପଣ୍ଡା। ବଡ଼ଚଣା ବ୍ଲକ ବାଲିକୁଦା ନିକଟ ଗେଙ୍ଗୁଟି ନଦୀକୁ ଦୁଇଜଣ ବନ୍ଧୁଙ୍କ ସହ ସେ ଆଜି ଗାଧୋଇ ଯାଇଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଖବର ପାଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ର ସହ ଗୁରୁଶୌରୀ ଯୋଗର ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡାଇ ନେବେ। କୌଣସି ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ କୁପ୍ରଭାବରୁ ମତାନ୍ତରଜନିତ ଅନର୍ଥ ସୃଷ୍ଟି ସମ୍ଭାବନା ରହିଛି। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା…

କଟକ ମୁଣ୍ଡୁଳି ସ୍ଥିତ NDRF କ୍ୟାମ୍ପର ୪୯ ଜଣଙ୍କୁ କରୋନା

କଟକ() କଟକ ମୁଣ୍ଡୁଳି ସ୍ଥିତ NDRF କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। କିଛି ସମୟ ପୂର୍ବରୁ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ନିର୍ବାଚନ ବେଳେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ୧୯୭୧ ମସିହାରେ ସେ ଭଦ୍ରକ ଲୋକ ସଭା…

ପ୍ରଧାନ ଶିକ୍ଷକଙ୍କ ପରଲୋକ

ଯାଜପୁର : ଯାଜପୁର ବ୍ଲକ୍ ଅନ୍ତଃର୍ଗତ ଛତିଶ ଦେବିଲ ଗ୍ରାମ ପାୟତ ଭାବଗ୍ରାହୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଧାରୀ ବିଶ୍ୱାଳଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡିତ ଥିଲେ ।…