Odia News Portal
Yearly Archives

2020

କୋରାପୁଟର ଗର୍ବ ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର : କୋରାପୁଟର ଗର୍ବ ଗୌରବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି । କଳା ଧାନ ଉତ୍ପାଦନ କରି କୋରାପୁଟ ତଥା ଓଡ଼ିଶାକୁ ଖ୍ୟାତି ଆଣିଥିବା କମଳା ପୂଜାରୀ ଅର୍ଥାଭାବ ସ୍ଥିତିରେ ରହିଛନ୍ତି ।…

୩ ମଣିଷଙ୍କୁ ମାରି ବାଘ ଗଲା ହାଜତକୁ

ଭୋପାଳ : ବୁଲିବାର ଦିନ ଏବେ ସରିଗଲା । ବହୁତ ବୁଲିଲ ଲୋକଙ୍କୁ ମାରିଲ । ଏବେ ଚାଲ ହାଜତକୁ । ଏପରି କହିଛନ୍ତି ବନ ବିହାର ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର ଜଣେ କର୍ମଚାରୀ । ଦୀର୍ଘ ଦୀନ ଧରି ଲୋକଙ୍କୁ ଆତଙ୍କ କରି ରଖିଥିବା ଏହି ମଣିଷ ଖିଆ ବାଘକୁ ଏବେ ବନ ବିଭାଗର ଏକ ହାଜତ ମଧ୍ୟକୁ ପଠାଯାଇଛି…

୫ ଜିଲ୍ଲାକୁ ସର୍ତକ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର() ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୫ଟି ଜିଲ୍ଲାକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ୫ଟି ଜିଲ୍ଲାରେ ସାମିଲ ଅଛି- ନୟାଗଡ, କଟକ, ଭଦ୍ରକ, ଢେଙ୍କାନାଳ ଓ ଯାଜପୁର । ଏନେଇ…

ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର  ଦ୍ୱିତୀୟ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ନୀବନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା…

ପୁଣି କରୋନା ନେଲା ଜୀବନ, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କରୋନା ବିସ୍ତାର କମିବାର ନାଁ ନେଉନ ଥିବା ବେଳେ ଏକାଥରକେ ୭୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣ ଗଞ୍ଜାମ ଜିଲ୍ଲାର ୫୫ ବର୍ଷିୟ ହୋଇଥିବ ସୂଚନା ମଳିଛି। ଗଞ୍ଜାମ ଜିଲ୍ଲାରେ ମୃତ୍ୟ…

ଆଉ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ନୂଆ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬ଟି ଜିଲ୍ଲାରୁ ୭୫ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳ ଅଛନ୍ତି । ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ ୧୮ ଜଣ ଲେଖାଏଁ ଆକଆନ୍ତ…

ଖୁସି ଖବର, ପୁଣି ହ୍ରାସ ପାଇଲା ସୁନା ଦର

ଜୁନ ୬ ତାରିଖ ଅର୍ଥାତ ଶନିବାର ସନ୍ଧ୍ୟା ସୁଧା ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ହ୍ରାସ ଘଟିଛି । ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୩୮୦ ଟଙ୍କା ହ୍ରାସ ପାଇ ୪୬,୭୦୦ ଟଙ୍କାରୁ ୪୬,୩୨୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଦର ବି ୩୮୦ ଟଙ୍କା କମି ୪୬,୫୨୩ ଟଙ୍କାରୁ…

ସୁରୁଖୁରୁରେ ସ୍ନାନଯାତ୍ରା ପରେ ଏବେ ଘୋଷଯାତ୍ରା ପ୍ରତି ଉତ୍ସୁକତା

ଭୁବନେଶ୍ୱର : ଘୋଷଯାତ୍ରାର ଅନ୍ୟତମ ଆଦ୍ୟପର୍ବ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି । କରୋନା ମହାମାରୀ ତାହାର କାୟା ବିସ୍ତାର କରି ଚାଲିଥିବାବେଳେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ଅଟକି ନାହିଁ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ବିଶେଷକରି…

ଆସୁଛି ମୌସୁମୀ : ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଥ ପରିଷ୍କାର । ଆସୁଛି ମୌସୁମୀ । ଆଜି ଠାରୁ ପ୍ରାକ୍‌ ମୌସୁମୀ ବର୍ଷା ବଢ଼ିପାରେ। ତେବେ ୧୦ ତାରିଖବେଳକୁ ରାଜ୍ୟରେ ବର୍ଷା ବଢ଼ିବ । ଉପକୂଳ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। କେତେକ ଜାଗାରେ ପ୍ରବଳ ବର୍ଷା ହେବ । ଏହା ହିଁ ମୌସୁମୀକୁ ଟାଣି ଆଣିବ । ଆସନ୍ତା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପ୍ରକୃତିବଶତଃ ମନର ଅସନ୍ତୋଷକୁ କଠୋର ବାକ୍ୟରେ ପ୍ରକାଶ କରିପାରନ୍ତି। ବହୁତଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ କିଛି ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସିଆଲି କାମ ଚାପରେ ନିଜକୁ ଆଡଜଷ୍ଟ କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ…