Odia News Portal
Yearly Archives

2020

ମଣିପାଲ ଏକାଡ଼େମୀର ୨୦୨୦ ନାମଲେଖା ଲାଗି ଆବେଦନ ଆହ୍ୱାନ

ଭୁବନେଶ୍ୱର : ମଣିପାଳ ଏକାଡ଼େମୀ ଅଫ୍ ହାୟର ଏଜୁକେଶନ ପକ୍ଷରୁ ଗାନ୍ଧିଆନ୍ ସେଂଟର ଫର୍ ଫିଲୋସୋଫିକାଲ ଆଟର୍ସ ଆଣ୍ଡ୍ ସାଇନ୍ସ୍ ପାଠ୍ୟକ୍ରମରେ ୨୦୨୦ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଏକାଡ଼େମୀ ପକ୍ଷରୁ ଇକୋସୋଫିକାଲ ଆସେଥେଟିକ୍ ଏବଂ ପୋଷ୍ଟଗ୍ରାଜୁଏଟ୍ ଇନ୍‌ ଆର୍ଟସ ଆଣ୍ଡ୍ ପିସ୍…

ଆହ୍ୱାନ ଟିଭି ପକ୍ଷରୁ ବାଙ୍କୀରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବାଙ୍କୀ : ସାରା ବିଶ୍ଵ ଆଜି ସଙ୍କଟରେ । ମହାମାରୀ କରୋନା ଠାରୁ ରକ୍ଷା ପାଇବା ପାଇଁ ଚାଲିଛି ଅହରହ ସଂଗ୍ରାମ । ଏଭଳି ପରିସ୍ଥିତି ରେ ପୁଲିସ, ପ୍ରଶାସନ, ସ୍ୱାସ୍ଥ୍ୟ କର୍ମଚାରୀ ତଥା ଗଣମାଧ୍ୟମର ପ୍ରତିନିଧି ମାନେ ବାସ୍ତବ ରେ କରୋନା ସହ ଲଢେଇ କରି ଆଗ ଧାଡିର ଜଣେ ଜଣେ କରୋନା ଯୋଦ୍ଧା…

ବିବାଦରେ ଏକତାଙ୍କ ନୂଆ ୱେବ୍‌ ସିରିଜ୍ ‘XXX-2’

ମୁମ୍ବାଇ : ଲୋକପ୍ରିୟ ଫିଲ୍ମମେକର୍‌ ଏକତା କପୁରଙ୍କ ନୂଆ ୱେବ୍‌ ସିରିଜ୍‌ ‘ଟ୍ରିପିଲ୍‌ ଏକ୍ସ-୨’କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଏହାର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର ପାଲମ ବିହାର ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ଦାଖଲ…

ତାତିଲା ଜିଲ୍ଲା ସରପଞ୍ଚ ମହାସଂଘ

ଆନନ୍ଦପୁର : ମହିଳା ସରପଞ୍ଚଙ୍କୁ ପୋଲିସ ମାଡ ମାରିବା ଘଟଣା ଏବେ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ସରପଞ୍ଚଙ୍କୁ କଲେକ୍ଟରଙ୍କ କ୍ଷମତା ମିଳିଥିବା ବେଳେ କରୋନା ସଙ୍କଟ ସମୟରେ ଜଣେ ମହିଳା ସରପଞ୍ଚଙ୍କୁ ବଉଳା ଫାଣ୍ଡି ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ପ୍ରତିବାଦ କରିବା…

ପୁରୀ ସହରରେ ଶନିବାର ସଟ ଡ଼ାଉନ ନିୟମ ଲାଗୁ ହେଲା ନାହିଁ

ପୁରୀ : ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍ ଲାଗୁ ରହିବ। ପୁରୀ ସହରରେ ଶନିବାର ସଟ ଡ଼ାଉନ ନିୟମ ଲାଗୁ ହେଲା ନାହିଁ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀ ସହରରେ ଧାରା ୧୪୪ ଲାଗୁ ହୋଇଥିଲା।…

ଦମଦାର ଲୁକରେ ନଜର ଆସିବେ ହରଭଜନ

ଭାରତୀୟ ଟିମ ଅଫ ସ୍ପିନର ଭାବେ ପରିଚିତ ହରଭଜନ ସିଂହ ଗତ ୪ ବର୍ଷରୁ ଭାରତୀୟ ଟିମ ପାଇଁ କୋୖଣସି ବି ମ୍ୟାଚ ଖେଳି ନାହାନ୍ତି। ଏହି କାରଣରୁ ସେ ଫିଲ୍ମ ଦୁନିଆରେ ହାତ ବଢ଼ାଇଛନ୍ତି। ହରଭଜନ ସୋସିଆଲ ମିଡିଆରେ ନିଜର ଡେବ୍ୟୁ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଚଳିତ ବର୍ଷ ଏହି ଫିଲ୍ମ ଆସନ୍ତା…

ଡିଲରଙ୍କ ଅଜବ ଡିମାଣ୍ଡ, ଆଗ ସମ୍ବନ୍ଧ ପରେ ରାସନ

ରାସନ ନେବ ତ ଆସ । ହେଲେ ତା ବଦଳରେ ତୁମକୁ କିଛି ଦେବାକୁ ପଡ଼ିବ । ପଇସା ଦରକାର ନାହିଁ । ଦରକାର… `  ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଭୋଜପୁର ଥାନା ଅଞ୍ଚଳର ଏକ ଗାଁରେ ରାସନ ବଦଳରେ ଅଜବ ଦାବି କରାଯାଇଛି। ଏମିତି ଦାବି ଆପଣ ଜାଣିଲେ ଲାଜରେ ମୁଣ୍ଡ ନଇଁଯିବ। ଏଠାରେ ଜଣେ ମହିଳାଙ୍କୁ ରାସନ…

ଏହି ଫିଲ୍ମରେ ଶାହରୁଖ ସାମ୍ବାଦିକଙ୍କ ଭୂମିକାରେ ନଜର ଆସିବେ

ଅନେକ ଦିନ ହେଲାଣି କିଙ୍ଗଖାନଙ୍କ ପ୍ରଶଂସକ ତାଙ୍କ ଫିଲ୍ମଙ୍କ ଚାହିଁ ବସିଛନ୍ତି। ଅନେକ ଦିନ ହେଲାଣି ଶାହରୁଖଙ୍କ କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶାହରୁଖ ୨୦୧୮ରେ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ତା’ ପର ଠାରୁ କୌଣସି ଫିଲ୍ମ ଶାହରୁଖ ସାଇନ କରିନାହାନ୍ତି କି ଘୋଷଣା…

ଆପଣଙ୍କ ମୋବାଇଲ ନମ୍ବର ବଦଳାଇପାରେ ଭାଗ୍ୟ

ପ୍ରାୟତଃ ଲୋକମାନେ ନିଜ ହିସାବରେ ମୋବାଇଲ ଓ ଗାଡ଼ି ନମ୍ବର ଚୟନ କରିଥାନ୍ତି। ଅଙ୍କଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜନ୍ମତାରିଖର ମୂଳାଙ୍କ ମୋବାଇଲ ନମ୍ବରରେ ରହିଲେ ଭାଗ୍ୟ ଚମକିଥାଏ। ଏଣୁ ମୋବାଇଲ ନମ୍ବର ନେବା ବେଳେ ସବୁବେଳେ ଜନ୍ମ ତାରିଖର ମୂଳାଙ୍କ ଅନୁସାରେ ନେବା ଉଚିତ। ପୁରୁଣା ମୋବାଇଲ…

ନିଜ ବାଡି ପଛପଟେ ପୋତି ଦେଇଥିଲେ ଶହଶହ ଆଧାର କାର୍ଡ

ଜଳେଶ୍ବର :  ଲୋକଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ ପୋଷ୍ଟ ପିଅନ।  ଲୋକଙ୍କ ପାଖକୁ ଆସୁଥିବା ଆଧାର କାର୍ଡ ଲୋକଙ୍କୁ ନଦେଇ ମାଟି ଖୋଳି ପତିଦେଇଥଲେ ପୋଷ୍ଟ ପିଅନ। ଏମିତି ଏକ ଘଟଣା ଘଟିଛି ବାଲିଆପାଳ ଅଞ୍ଚଳରେ।  ଯେଉଁଥିପାଇଁ ଦେଖା ଦେଇଛି ଜନଅସନ୍ତୋଷ। ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା…