Odia News Portal
Yearly Archives

2020

କେରଳ ପରେ ହିମାଚଳ ପ୍ରଦେଶରେ ଘୃଣ୍ୟ କାମ, ଏବେ ମୃତ୍ୟୁମୁଖରେ ଗର୍ଭିଣୀ ଗାଈ

କେରଳର ମଲ୍ଲାପୁରମ୍‌ଠାରେ ଏକ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଦେଶରେ ପୁଣି ଆଉ ଏକ ନିରୀହ ଜୀବକୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାକୁ ସାରା ଦେଶ କ୍ରୋଧରେ ଜର୍ଜରିତ ହେଉଥିବାବେଳେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିନ୍ତୁ ମଣିଷ…

ଭୁବନେଶ୍ବରରେ ବଢୁଛି କରୋନା : ପୁଣି ୫ ପଜେଟିଭ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ବରରେ ବଢୁଛି କରୋନା । କିଛି ସମୟ ପୂର୍ବରୁ  ଆଉ ୫ ପଜେଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରେ ଅଛନ୍ତି ଡୁମୁଡୁମାର ଜଣେ ପଶ୍ଚିମବଙ୍ଗ ଫେରନ୍ତା, ଓଲ୍ଡ ଟାଉନ ଅଞ୍ଚଳର ଗୁଜୁରାଟ ଫେରନ୍ତା, ଘାଟିକିଆର ଜଣେ  ପଶ୍ଚିମବଙ୍ଗ ଫେରନ୍ତା ଓ ପୋଖରୀପୁଟ ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା…

ମହାମାରୀ ସମୟରେ ବିଜେପି ରାଜନୀତି ବନ୍ଦ କରୁ

ଭୁବନେଶ୍ୱର() କରୋନା ଟେଷ୍ଟ ବାବଦରେ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ଦୋମୁହାଁ ନୀତି ପ୍ରକାଶ କରୁଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ପାଖାପାକି ୧ କୋଟି ପ୍ରବାସୀ ଶ୍ରମିକ ଫେରିଛନ୍ତି । କେତେ ଜଣଙ୍କର ଟେଷ୍ଟ…

ଓଡିଶାରେ ଚାଲିବ କ୍ରୁଜ

ଭୁବନେଶ୍ୱର() ଓଡିଶାରେ କ୍ରୁଜ ଚାଲିବା ନେଇ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଏକ ଯୋଜନା କରିଛି । ରାଜ୍ୟରେ ଥିବା ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ଦର୍ଶକ ମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନର ବିକାଶ କରିବା ଉଦେଶ୍ୟରେ ପର୍ଯ୍ୟଟନ ଉନ୍ନୟନ ନିଗମ ଏହି ଅଭିନବ ଯୋଜନା କରିଛି । ଚିଲିକା, ଭିତର…

ସୋମବାରରୁ ସ୍କୁଲରେ ନାମଲୋଖା, ବନ୍ଦ ହେବନି କୌଣସି ସ୍କୁଲ

ଭୁବନେଶ୍ୱର() ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି । ଗତ ବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠାରେ ନାମ ଲେଖା ହେବ । କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା…

ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱୀକୃତି

ନୂଆଦିଲ୍ଲୀ() ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଓ କୃଷକମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଥିବା ଦୁଇଟି ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉତ୍ପାଦ, ବ୍ୟବସାୟ, ବାଣିଜ୍ୟ ପ୍ରୋତ୍ସାହନ ଓ…

ଡିଜିଟାଲ ରାଲିରେ ଓଡିଶାବାସୀଙ୍କୁ ଉଦବୋଧନ ଦେବେ ଶାହା

ଭୁବନେଶ୍ୱର()କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୮ ତାରିଖରେ ଅପରାହ୍ନ ୩ଟା ୩୦ ରେ ଡିଜିଟାଲରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଜନସାଧାରଣଙ୍କୁ ସମ୍ବୋଧନ କରିବେ । ଏ ନେଇ ରାଜ୍ୟର ୫ ହଜାରରୁ ଅଧିକ ବିଜେପି…

ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା

ଭୁବନେଶ୍ବର() ଆଜି ଏବଂ ଆସନ୍ତାକାଲି ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ଆଜି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ‌ହେବା ସହ ଆସନ୍ତାକାଲି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। କେନ୍ଦ୍ର ପକ୍ଷରୁ…

ଓମଫେଡ ବିକ୍ରେତାଙ୍କ ତାଲିକା ପ୍ରକାଶ, ଠିକଣା ସହ ମୋବାଇଲ ନଂ ଜାଣନ୍ତୁ …

ଭୁବନେଶ୍ୱର() ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଥିଲା । ତଦନୁଯାୟ ଆଜି ସଟଡାଉନର ପ୍ରଥମ ଦିନ । ତେବେ ଶନି ଓ ରବି ସଟଡାଉନ ବେଳେ ଓମଫେଡ ପ୍ରଡକ୍ଟ ବିକ୍ରି ନେଇ ସୂଚନା ଦିଆଯାଇଛି । ଜୁନରେ…

ବଲିଉଡରେ ଆଉ ଜଣେ ଫିଲ୍ମ କଳାକାରଙ୍କ କରୋନା ଯୋଗୁଁ ମୃତ୍ୟୁ

ମୁମ୍ବାଇ () ବଲିଉଡରେ ଆଉ ଜଣେ ଫିଲ୍ମ କଳାକାରଙ୍କ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇ ଯାଇଛି। ବେଗୁନାହ ଏବଂ ରାଜ ତିଳକ ଭଳି ଫିଲ୍ମର ନିର୍ମାତା ଅନିଲ ସୁରୀଙ୍କ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇ ଯାଇଛି। ସେ ୭୭ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅନିଲ…