Odia News Portal
Yearly Archives

2020

ଷଷ୍ଠ ନମ୍ବରରେ ଭାରତ

ନୂଆଦିଲ୍ଲୀ() ଦେଶରେ ବଢୁଛି କରୋନା ସଂକ୍ରମଣ । କମିବାର ନା ନେଉନି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ସମୁଦାୟ ୨ଲକ୍ଷ ୩୬ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ…

ଆଜି ଆଉ ୧୭୩ ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଆଉ ୨୩ ଲୋକାଲ କେସ ରହିଛି ବୋଲି ସୂଚନା ମିଳିଛି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି…

ସଙ୍ଗରୋଧ କେନ୍ଦ୍ରରେ ୬ ବର୍ଷର ଶିଶୁ ମୃତ

ନୂଆପଡ଼ା() ନୂଆପଡ଼ା ଖଡ଼ିଆଳ ବ୍ଲକ ଚଲାନପଡ଼ା କ୍ବାରେଣ୍ଟାଇନ କେନ୍ଦ୍ରରେ ଏକ ଅଭାବନିୟ ଘଟଣା ଘାଟିଯାଇଛି। ସେଠାରେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁ ପଛର କାରଣ  ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ କାଲି ତେଲଙ୍ଗାନାରୁ ଆସି ପରିବାର ସହ କ୍ବାରେଣ୍ଟାଇନ…

ଗାଁରୁ ତଡାଖାଇ ରାଜଧାନୀର ମୁକୁଳା ବସ୍ତିକୁ ପଶି ଆସୁଛନ୍ତି ପ୍ରବାସୀ

ଭୁବନେଶ୍ୱର : କରୋନା ସଂକ୍ରମଣ ଆଶଙ୍କାରେ ଗାଁ ଗହଳରେ ଲୋକେ ପ୍ରବାସୀଙ୍କୁ ନିଜ ନିଜ ଗାଁରେ ପୂରାଇ ଦେଉନଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ରାଜଧାନୀ ମୁହାଁ ହୋଇଛନ୍ତି । ରାଜଧାନୀର ବସ୍ତି ଗୁଡିକ ମୁକୁଳା ପଡିଥିବାରୁ ସଂକ୍ରମିତ ବ୍ୟକ୍ତିମାନେ ସହଜରେ ଆସି ଏଠାରେ ରହୁଛନ୍ତି ।…

ବଲାଙ୍ଗିରରେ ଡବଲ ମର୍ଡର : ଦାଦା, ଖୁଡିକୁ ହତ୍ୟା କଲା ପୁତୁରା

ବଲାଙ୍ଗିର: ସମ୍ପତ୍ତି ଆଗରେ ବଳି ପଡିଲା ସମ୍ପର୍କ। ବାପା ମା ସମାନ ଦାଦା, ଖୁଡିକୁ ହତ୍ୟା କଲା ପୁତୁରା । ଏଭଳି ଏକ ଅଘଟଣ ଘଟିଛି  ବଲାଙ୍ଗିରରେ। ଏଠାରେ ଘଟିଯାଇଛି ଡବଲ ମର୍ଡର । କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟୁରାବେଡା ଗାଁ । ଯେଉଁଠି ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା…

ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ସ୍ନାନ ବେଦୀରୁ ଫେରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ

ପୁରୀ : ଗତକାଲି ଅତ୍ୟାଧିକ ସ୍ନାନ ଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ । ଗତକାଲି ସ୍ନାନ ବେଦୀରୁ ଫେରିବା ପରେ ଏବେ ଶ୍ରୀଜିଉ ଅଣସର ଘରେ ରହିଛନ୍ତି । ବିଳମ୍ବିତ ରାତିରୁ ଦଇତାପତିମାନେ ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର ଆରମ୍ଭ କରିଛନ୍ତି। ତେଣୁ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ୧୫…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଅଷ୍ଟମ ଚନ୍ଦ୍ର ହେତୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ପାଇ ବିସ୍ମିତ ହୋଇପାରନ୍ତି । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା…

ଵିଶ୍ବ ପରିବେଶ ଦିବସରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ…

ସଟଡାଉନରେ ବନ୍ଦ ରହିବ ମୋ ବସ ସେବା

ଭୁବନେଶ୍ୱର : ସଟଡାଉନରେ ବନ୍ଦ ରହିବ ମୋ ବସ ସେବା। କାଲିଠାରୁ ଦୁଇଦିନିଆ ସଟଡାଉନ୍ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୋ ବସ୍ ସେବା। ଜୁନ ମାସର ପ୍ରତି ଶନିବାର ଓ ରବିବାର ରାଜଧାନରରେ ଗଡିବନି ମୋ ବସ, ଅର୍ଥାତ ଏହି ମାସରେ  ଏହି  ସୂଚନା ଦେଇଛି ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ…

ମାତ୍ର ୫୦୫ ଗ୍ରାମ୍‌ର ଶିଶୁକନ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର : ମାତ୍ର ୫୦୫ ଗ୍ରାମ୍‌ ଓଜନର ଜନ୍ମ ନେଇଥିବା ଶିଶୁ ଦୁଇ ବର୍ଷ ପରେ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌…