Odia News Portal
Yearly Archives

2020

ସତ୍ଯବ୍ରତଙ୍କ ପଦଯାତ୍ରା : ୩୧୪ଟି ବ୍ଳକ୍ ଯିବାକୁ ଲକ୍ଷ୍ଯ

ମୋହନା : ଓଡିଶାକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯାର ମାନ୍ଯତା ଦାବିରେ ଗତ ୨୦୧୯ ଜୁଲାଇ ମାସରୁ ଯାଜପୁର ବଡଚଣା ବ୍ଳକରୁ ପଦଯାତ୍ରା ଆରମ୍ଭ କରିଥିବା, ସମାଜସେବୀ ସତ୍ଯବ୍ରତ ଦାସ ଗଜପତି ଜିଲ୍ଲାରେ ପହଁଚିଛନ୍ତି । କନ୍ଧମାଳରୁ ମୋହନାରେ ପହଁଚିବା ପରେ ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ…

ବର୍ବରତାର ଘଟଣା : ଯୁବକଙ୍କ ତଣ୍ଟିରେ ଛିଡା ହୋଇଗଲେ ପୋଲିସ !

ରାଜସ୍ଥାନ ଯୋଧପୁରରେ ପୋଲିସର ବର୍ବରତାର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚଯ୍ୟର୍ କରାଇଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅତି ନିର୍ମମ ଭାବେ ପିଟୁଛି କେବଳ ଏତିକି ନୁହେଁ ଜଣେ ପୋଲିସକର୍ମୀ ତ ବ୍ୟକ୍ତିଙ୍କ ବେକ ଉପରେ ଆଣ୍ଠୁ ମାଡି ବସିଛନ୍ତି। ଆପଣ ଏବେ ଭାବୁଥିବେ ବ୍ୟକ୍ତି…

ପୁଣି ଚର୍ଚ୍ଚା ସୃଷ୍ଟି କଲେ ସୁବ୍ରତ ବାଗଚି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଅଢ଼େଇ କୋଟି ଟଙ୍କା

ଭୁବନେଶ୍ୱର : କରୋନା ଲଢ଼େଇରେ ସେ ପୂର୍ବରୁ ସାମିଲ ଥିଲେ । ସମସ୍ତଙ୍କୁ ଜଣାଉଥିଲେ ଓଡ଼ିଶାରେ କରୋନା ସ୍ଥିତି ବିଷୟରେ । ହେଲେ ଆଜି ନିଜର ବଦାନ୍ୟତା ଦେଖାଇଛନ୍ତି ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଅଢ଼େଇ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

ଆଜି ଏକା ସାଙ୍ଗରେ ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର ।  ଏକା ସାଙ୍ଗରେ ସୁସ୍ଥ ହେଲେ  ୧୨୩ କରୋନା ଆକ୍ରାନ୍ତ। ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ  । ଏମାନଙ୍କ ମଧ୍ୟରେ ଗଞ୍ଜାମର ୩୫, କଟକର ୨୨ ଜଣ, ନୂଆପଡାର ୧୪ ଜଣ, ବଲାଙ୍ଗିର ୧୪ ଜଣ, ଖୋର୍ଦ୍ଧାରୁ ୧୦ ଜଣ, କନ୍ଧମାଳରୁ ୭ ଜଣ, କୋରାପୁଟରୁ ୫ ଜଣ,…

ଏହି ତାରିଖରେ ୟିପିଏସସି ୨୦୨୦ର ପରୀକ୍ଷା

 ସିଭିଲ୍ ସର୍ଭିସ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୟିପିଏସସି ୨୦୨୦ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ ସୂଚନା ଦେଇଛି । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଶୁକ୍ରବାର ଦିନ ଏହାର ସରକାରୀ ୱେବସାଇଟରେ ସିଭିଲ ସର୍ଭିସ ପରୀକ୍ଷା ଏବଂ…

ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଘଟଣା , ଗିରଫ ହେଲା ଥାନା ଡ୍ରାଇଭର

କରଞ୍ଜିଆ : ଥାନା କ୍ୟାମ୍ପସରେ ଦୁଷ୍କର୍ମ ଅଭିଯୋଗ । ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀକୁ । ଅଭିଯୋଗ ଆସିଛି ପୋଲିସ୍ ଡ୍ରାଇଭର୍ ନାଁରେ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ପରିସରରେ ଏହି ଘଟଣା ଘଟିଥିବା ଲିଖିତ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛି ଥାନା ଡ୍ରାଇଭର୍ । ଅଭିଯୋଗ ପାଇବା ପରେ…

କ୍ରିଷନ କୁମାରଙ୍କୁ ୧୦୪ କଲ ସେଂଟର ଓ ପୋର୍ଟାଲ ମୁଖ୍ୟ ଦାୟିତ୍ୱ

ଭୁବନେଶ୍ୱର() କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯୋଗାଣର ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବିଶାଲ ଦେବଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର…

ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ () ପ୍ରବାସୀ ଶ୍ରମିକମାନଙ୍କ ଉପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇଦେବାକୁ ସେ କେନ୍ଦ୍ର ଓ ରାଜ୍ୟ…

ଲକ ଡାଉନ କାରଣରୁ କେନ୍ଦ୍ର ସରକାର ବଡ ଘୋଷଣା

ନୂଆଦିଲ୍ଲୀ()   କରୋନା ମହାମାରୀ ସଙ୍କଟ ଓ ଏହାର ସଂକ୍ରମଣ ରୋକିବା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ଯୋଜନା ଘୋଷଣା ନନେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନୂଆ…

ସାଲିଆ ସାହି ବସ୍ତିରେ କରୋନା ପଜିଟିଭ

ଭୁବନେଶ୍ବର()   ରାଜଧାନୀର ସାଲିଆ ସାହି ବସ୍ତିରୁ କରୋନା ଆକ୍ରାନ୍ତ ଚିହ୍ନଟ । ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ଘରୋଇ ସଂଗରୋଧରେ ୭…