Odia News Portal
Yearly Archives

2020

୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ବହୁତ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ  କାଳବୈଶାଖୀ ମଧ୍ୟ ହେଉଛି । ସେହିପରି ଆଜି ୭ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି । ୭ଜିଲ୍ଳା ଗୁଡ଼ିକ ବାଲେଶ୍ୱର,…

ଜାଣନ୍ତୁ କାହିଁକି ଛେରାପହଁରା ଲାଗି ଆସିଲେନି ଗଜପତି

ଭୁବନେଶ୍ୱର() ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଆଜି ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଆଜି ଛେରାପହଁରା ଲାଗି…

୨୪ ଘଣ୍ଟାରେ ୨୭୩ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ()  ଅନେକ କଟକଣା ପରେ ବି ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୧୦ ହଜାର ନୂଆ ମାମଲା ସାମନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଅପଡେଟ୍ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ…

ଜାଣନ୍ତୁ ହାତୀବେଶର ପ୍ରକୃତ ରହସ୍ୟ

ପୁରୀ () ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ଏହି ଅବସରରେ ଆସନ୍ତୁ ଜାଣିବା ହାତୀବେଶର ରହସ୍ୟ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ତାହା ହେଲା, ମହାରାଷ୍ଟ୍ରର ଏକ…

ଛେରାପହଁରା ପରେ ଗଜାନନ ରୂପେ ଭକ୍ତଙ୍କୁ ଦର୍ଶନ

ପୁରୀ ()ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି।ନିର୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି। ଧାଡି ପହଣ୍ଡି,ମଙ୍ଗଳ…

କରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ପ୍ରାୟ ୨୧ ଜିଲ୍ଲାରୁ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି । ଏହି…

୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧା ମୂରତି, ୧୧ଟା ରେ ହାତୀବେଶ

ପୁରୀ() ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ଉପଲକ୍ଷେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ୟ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ…

ସଂଘ ଏବେ ସଂଗରୋଧ କେନ୍ଦ୍ରରେ ଥିବା ଆଲୋଚନା

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ଏବେ ସଂଗରୋଧ କେନ୍ଦ୍ରରେ । କର୍ମଚାରୀ ନେତାମାନଙ୍କ ଦେଖାଦର୍ଶନ ନମିଳିବାରୁ ଲୋକସେବା ଭବନରେ ଏଭଳି ଆଲୋଚନା ଜୋର ଧରିଛି । ସଂଘର କିଛି ସଦସ୍ୟଙ୍କ କହିବା କଥା ଯେ କରୋନା ଆତଙ୍କ କେବଳ ସାଧାରଣ ଜୀବନଯାତ୍ରା, ଦପ୍ତର, ବଜାର, ଯାନବାହାନ ବନ୍ଦ…

ୱାର୍ଡ ନଂ ୩୯ ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସମାଜସେବୀ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ୍‌ରେ ୩୭, ୩୮, ୩୯ ନଂ ୱାର୍ଡ଼ର ୱାର୍ଡ ଅଫିସର୍‌, କମ୍ୟୁନିଟି ଅର୍ଗାନାଇଜର୍‌, ସାନିଟାରୀ ଇନିସ୍‌ପେକ୍ଟର୍‌, ୱାର୍ଡ଼ ସୁପର୍‌ଭାଇଜର୍‌, ଷ୍ଟ୍ରିଟ୍ ଲାଇଟ୍…

ପିଆଜ ଟ୍ରକରୁ ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ

ଖୋର୍ଦ୍ଧା : ଖୋର୍ଦ୍ଧା ପୋଲିସକୁ ସଫଳତା। ୧୬ ନମ୍ବର  ଜାତୀୟ ରାଜପଥ ଖେର୍ଦ୍ଧା ନିକଟରୁ ପିଆଜ ଟ୍ରକରୁ  ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏହି ଚଢାଉରେ  ସମାଲି ହୋଇ ଟ୍ରାକକୁ ଜବତ  କରିବା  ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆନ୍ଧ୍ରରୁ ଆସିଥିବା ଏକ…