Odia News Portal
Yearly Archives

2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ। ଗତକାଲିଠାରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ସଭାସମିତି କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। କିନ୍ତୁ ସାମୟିକ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ…

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ପୁରୀରେ ପହଞ୍ଚିଲା ରଥ ଦଉଡ଼ି, ଓଡ଼ିଆ ସମବାୟ କତା ନିଗମରୁ ପହଞ୍ଚିଲା ୨୦ଟି ଦଉଡି, ୨୦ ଦଉଡି ମଧ୍ୟରୁ ୧୪ ରଥା ଟାଣା ପାଇଁ , ଅନ୍ୟ ୬ଟି କର୍ଡ଼ନ ଦଉଡି । ଏହା ସହିତ ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ। ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା। ସୀମିତ…

ପୂର୍ବତନ ଖେଳାଳିଙ୍କ ପୁତ୍ର ବି‌‌‌‌‌‌ୟୋଗ

ଭୁବନେଶ୍ବର : ରାଜ୍ୟର ଜଣାଶୁଣା ଫୁଟ୍‌ବଲ୍ ପ୍ରଶାସକ ତଥା ପୂର୍ବତନ ସନ୍ତୋଷ ଟ୍ରଫି‌ ଖେଳାଳି ପ୍ରଫୁଲ୍ଲ ମିଶ୍ରଙ୍କ ପୁତ୍ର ମିଥୁନ ମିଶ୍ରଙ୍କର ଗୁରୁବାର ୨୪ ବର୍ଷ ବୟସରେ ଅକାଳ ବି‌ୟୋଗ ଘଟିଛି। ସାଧାରଣ ଜ୍ବର ପରେ ଶ୍ବାସକ୍ରିୟା ପିଡ଼ିତ ସମସ୍ୟା ବଢ଼ିବାରୁ ସମ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ…

ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର() କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ ତାଲାବନ୍ଦରେ ରହିଆସିଛେ । କରୋନା ଲଢ଼େଇ ଆମ ପାଇଁ ଲମ୍ବା ଲଢ଼େଇ । କରୋନାର ପ୍ରତିଶେଧକ ଏପର୍ଯ୍ୟନ୍ତ…

ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଛତୀଶଗଡ଼ : ଛତିଶଗଡର ଜାଞ୍ଜଗିର ଚମ୍ପା ଜିଲ୍ଲାରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜାଞ୍ଜଗିର ଚମ୍ପା ଜିଲ୍ଲାର ପୋଲିସ ଅଧିକାରୀ ବୁଧବାର କହିଛନ୍ତି ଯେ, ୩୩ ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗରେ ଜିଲ୍ଲାର ପୂର୍ବତନ କଲେକ୍ଟର ଜନକ ପ୍ରସାଦ…

ଭଦ୍ରକରେ ଏହି ୩ ଗାଁ ୪୮ ଘଣ୍ଟା ସଟଡାଉନ୍

ଭଦ୍ରକ : ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳ କ୍ଷମତା। ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ପଞ୍ଚାୟତର ୩ଟି ରାଜସ୍ୱ ଗ୍ରାମକୁ  ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ। ଆଜି(ଗୁରୁବାର) ସଂଧ୍ୟା  ୬ଘଟିକା ଠାରୁ ଆସନ୍ତା ଶନିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଳମଣ୍ଡୁଆ…

ଓଡ଼ିଶାର ଏହି ଜିଲ୍ଲା ଭାରତରେ କଲା ରେକର୍ଡ

ଅସାଧାରଣ ପରିସ୍ଥିତିରେ ଅସାଧାରଣ ଉପାୟ ଆପଣାଇବା ଉଚିତ। ବର୍ତ୍ତମାନ କରୋନା ସ୍ଥିତିରେ ରାଜ୍ୟ ସରକାର ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରିବାକୁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି। ତେବେ ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ମନରେଗା ଶ୍ରମିକଙ୍କୁ ନ୍ୟୁନତମ ମଜୁରୀ ଦେବାକୁ…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷଣ ପାଇଁ ଅନୁମତି

ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଭାରତ ଆଗରେ ମୁଣ୍ଡ ନୂଆଇଁବାକୁ ପଡିଛି । ପୂର୍ବରୁ ଥରେ ମାରାତ୍ମକ କରୋନା ଭାଇରସର ସାମ୍ଭାବ୍ୟ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ ଓ ବ୍ୟବହାର ଉପରେ ସଂଗଠନ ତରଫରୁ ରୋକ ଲଗାଯାଇଥିବା ବେଳେ ଏହାକୁ ପୁଣି ଥରେ ଆରମ୍ଭ କରାଯିବାକୁ ଅନୁମତି ଦିଆଯାଇଛି ।…

ଏକସଙ୍ଗେ ଜଳିଲା ୪ଜଣଙ୍କ ଜୁଇ

ପୁଅର ମୃତ୍ୟୁରେ ଛାରଖାର ହୋଇଛି ପରିବାର। ଏକସଙ୍ଗେ ଜଳିଲା ୪ଜଣଙ୍କ ଜୁଇ। ସାନପୁଅର ମୃତ୍ୟୁ ପରେ ମ୍ରିୟମାଣ ହୋଇପଡ଼ିଥିଲେ ପରିବାରର ଲୋକ। ଝାରସୁଗୁଡ଼ା ଲହଣ୍ଡାବୁଡ଼ ଅଞ୍ଚଳର ଗୋଟିଏ ପରିବାରର ପୁଅର ମୃତ୍ୟୁ ହେବା ପରେ ଫିନାଇଲରେ ପାରାସାଇଟ ମିଶାଇ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ୫ଜଣ…

ନିୟମ ଭାଙ୍ଗିଲେ, ଫାଇନ ବି ଦେଲେ

ଭୁବନେଶ୍ବର()   ନିୟମ ଭାଙ୍ଗିଲେ, ଫାଇନ ବି ଦେଲେ । ସାମାଜିକ ଦୂରତା ନିୟମ ଭାଙ୍ଗିବା ସହ କୋଭିଡ କଟକଣାକୁ ବେଖାତିର କରିବା ପରେ ଟୁଇଟ୍‌ କରି ସଫେଇ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ  ଭୁବନେଶ୍ୱର ଡିସିପିଙ୍କ ଉର୍ଦ୍ଦେଶ୍ୟରେ ଅପରାଜିତା ଶହେ ଟଙ୍କା ପଠାଇଥିବା ଟୁଇଟ ଯୋଗେ ଜଣାଇଛନ୍ତି ।…