Odia News Portal
Yearly Archives

2020

ଖାଦ୍ୟ ନଖାଇ ୭ବର୍ଷ ବଞ୍ଚିପାରେ ଏହି ଜୀବ

ଦୁନିଆର ପ୍ରତ୍ୟେକ ପ୍ରାଣୀଙ୍କର କିଛି ବିଶେଷ ଗୁଣ ଅଛି । ଏପରି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ଅନେକ ଦିନ ପାଣି ବିନା ବଞ୍ଚିପାରିବେ, ତେଣୁ କିଛି ଜୀବ ଅଛନ୍ତି ଯେଉଁମାନେ ବିନା ଖାଇ ବଞ୍ଚିପାରିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ବିରଳ ଜୀବ ବିଷୟରେ କହିବୁ ଯାହା କିଛି ନ ଖାଇ ବହୁ ବର୍ଷ…

ସବୁ ମାଙ୍ଗଳିକ କାଯ୍ୟର୍ରେ କାହିଁକି ବ୍ୟବହାର କଦଳୀ ଗଛ? ଜାଣନ୍ତୁ…

ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଘରେ କିଛି ବି ପୂଜା ପାର୍ବଣରେ କଦଳୀ ଗଛର ବହୁତ ବଡ ଭୂମିକା ରହିଥାଏ। ସେ ସତ୍ୟନାରାୟଣ ପୂଜା ହେଉ ଗୁରୁବାର ଦିନ କିମ୍ବା ଅନ୍ୟ କୌଣସି ପୂଜା ହେଉ କଦଳୀ ପତ୍ର, ଫଳ, ଏବଂ ତାର ଗଛ ମଧ୍ୟ ବ୍ୟବହାର ହୋଇଥାଏ। କେବେ ଆପଣ ଭାବିଛନ୍ତି କି ସବୁ ମାଙ୍ଗଳିକ କାଯ୍ୟର୍ରେ…

ଏମସର କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ଏମସର ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଆଇଗିଣିଆ ଓ…

ସ୍ନାନଯାତ୍ରା ପାଇଁ ଶ୍ରୀ ବଳଦେବ ଜୀଉ ମନ୍ଦିର ଅଞ୍ଚଳରେ୧୪୪

କେନ୍ଦ୍ରାପଡା() ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଭଳି କେନ୍ଦ୍ରାପଡାର ପ୍ରସିଦ୍ଧ ଶ୍ରୀ ବଳଦେବ ଜୀଉଙ୍କ ସ୍ନାନ ଯାତ୍ରା ଆସନ୍ତାକାଲି ଅନୁଷ୍୍ଠ୍ତତ ହେବ     । ବିନା ଦର୍ଶକରେ ସ୍ନାନ ଯାତ୍ରା ଉତ୍ସବ ଅନୁÂିତ ହେବ ବୋଲି ମନ୍ଦିର ପ୍ରଶାସନ, ସେବାୟତ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ…

ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର()   ୧୪୪ ଧାରା ବଳରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡ଼ିବା ପାଇଁ ବିଭିନ୍ନ  ସ୍ଥାନରେ ତିଆରି ହୋଇଛି ବ୍ୟାରିକେଡ ।  ଅନ୍ୟପକ୍ଷରେ ପୁରୀରେ…

ଭୁବନେଶ୍ୱର ସାଂସଦଙ୍କ ନାଁରେ ଏତଲା

ଭୁବନେଶ୍ୱର:  ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ବିରୁଦ୍ଧରେ ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିବା ଅଭିଯୋଗରେ କ୍ୟାପିଟାଲ ଥାନାରେ ରେ ଏତଲା ଦାଏର ହୋଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି କି ସାଂସଦ ମହୋଦୟା ସରକାରଙ୍କ ନିୟମକୁ ଅବମାନନା କରି ମେ ୨୨ ତାରିଖରେ ନିଜ…

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କେରାପୁଟ, ନବରଙ୍ଗପୁର, କନ୍ଧମାଳ,…

ପଙ୍ଗପାଳ ମୁକାବିଲା ନିମନ୍ତେ ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି

 ଭୁବନେଶ୍ୱର() ଓଡ଼ିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବନି । ଓଡ଼ିଶାକୁ ପଙ୍ଗପାଳ ବିପଦ ଟଳିନି । ସମ୍ଭାବ୍ୟ ପଙ୍ଗପାଳ ଆତଙ୍କକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । …

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସଙ୍କୁ କରୋନା

ଭୁବନେଶ୍ୱର() ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ପରୀକ୍ଷଣରୁ ସେ ପଜିଟିଭ ଥିବା ଜଣାପଡ଼ିଛି । ଏନେଇ ନୟାଗଡ଼ ସିଡ଼ିଏମଓ ସୂଚନା ପ୍ରଦାନ କରିଛନ୍ତି । ନର୍ସ ଜଣକ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଭୟର…

ଆଉ ୯୦ ପଜିଟିଭ, ୧୧ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୯୦ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି । ୯୦ ପଜିଟିଭ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କେସ…