Odia News Portal
Yearly Archives

2020

ଆଜି ରାତି ୧ଟାରୁ ସ୍ନାନ ପହଣ୍ଡି ଆରମ୍ଭ, ଜାଣନ୍ତୁ କେଉଁ ସମୟରେ କେଉଁ ନୀତି

ପୁରୀ() ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି ନିତି ଆରମ୍ଭ ହେବ।ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଆରମ୍ଭ ହେବ। ଭୋର ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ ,ସକାଳ ୫ଟାରେ ତଡ଼ପ ଲାଗି ଓ ୬ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ। ୭ଟା ୩୦ରୁ ୯ଟା ୩୦ ଯାଏ ଜଳ ବିଜେ, ପୂଜା,…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬ହଜାର ଟପିଲା

ନୂଆଦିଲ୍ଲୀ()  ଦେଶରେ  କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯  ଥିବାବେଳେ ମୃତ୍ୟୁସଂଖ୍ୟା ୬,୦୭୫ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତ ୧୦୬,୭୩୭ ବୃଦ୍ଧି ପାଇଛି ଓ ସୁସ୍ଥ ହେଇଛନ୍ତି ୧୦୪,୧୦୬ ଜଣ। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯,୩୦୪ ନୂଆ…

ଅପହଞ୍ଚ ଇଲାକାରେ ଫସିଥିବା ଓଡିଆଙ୍କୁ ବିମାନରେ ଫେରାଇ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶା ବାହାରେ ଫସି ରହିଥିବା ଓଡିଆ ବିଶେଷକରି ଯେଉଁଠାରୁ ସଡକ ସୁବିଧା କିମ୍ବା ରେଳସେବା ଯୋଗେ ଫେରିବାର ସୁଯୋ ନାହିଁ ସେଠାରୁ ବିମାନ ଯୋଗେ ପ୍ରବାସୀଙ୍କୁ ଆଣିବାପାଇଁ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଭଳି ସ୍ପର୍ଶକାତର ଘଟଣାରେ ସିଧାସଳଖ…

ରାତିର ଅନ୍ଧକାରରେ ଚୀନ କରୁଛି ଯୁଦ୍ଧ ଅଭ୍ୟାସ

ଭାରତ-ଚୀନ୍ ସୀମା ବିବାଦରେ ଯଦିଓ ଉଭୟ ଦେଶ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଦାବି କରୁଛନ୍ତି । କିନ୍ତୁ ଚୀନ୍ ସେନା ରାତିର ଅନ୍ଧକାରରେ କରୁଛି ଯୁଦ୍ଧ ଅଭ୍ୟାସ । ଏପଟେ ଉଭୟ ସୈନ୍ୟ ମଧ୍ୟ LAC ଉପରେ ସତର୍କ ଅଛନ୍ତି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚୀନ୍ ସେନାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ : ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ : ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ…

ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ସମେଇଗାଡ଼ିଆ ଠାରେ ସମର୍ପିତ ଓଡିଶା ଓ କମିଶନେରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଆୟୋଜନ କରାଯାଇଥିଲା। ସମାଜସେବୀ ଦେବେନ୍ଦ୍ର ପତି ଓ ଶ୍ରୀମତୀ ସୁନିତା ପତିଙ୍କର ସଂଯୋଜନାରେ କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ…

ଓଡ଼ିଶାରେ କେନ୍ଦ୍ରୀୟ ଟିମ : ବୁଲିବେ ଏହି ସଵୁ ଜିଲ୍ଲା

ଭୁବନେଶ୍ୱର:  ବାତ୍ୟା ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱର ରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ୭ ଜଣିଆ ଟିମ ୪ଟି ଜିଲ୍ଲା ଗସ୍ତ କରିବେ । ୪ଜିଲ୍ଲା ହେଉଛି…

ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି

ଭୁବନେଶ୍ୱର : ବିହାର ଓ ଛତିଶଗଡ଼ ଉପରେ ସୃଷ୍ଟ ଟ୍ରପଲାଇନ ଯୋଗୁଁ ରାଜ୍ୟରେ ବର୍ଷା ସମ୍ଭାବନା । ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଏନେଇ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଟ୍ରପ୍…

ପୂର୍ବତନ ବିଧାୟକ ବିପନ ଦାଶ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିପିନ୍ ଦାଶ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କର ଯୋଗଦେବାକୁ ଆନୁଷ୍ଠାନିକ ଭାବରେ…

ଅମ୍ପାନ କ୍ଷୟକ୍ଷତିର ସମୀକ୍ଷା ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର() ନିକଟରେ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ଯୋଗୁଁ ରାଜ୍ୟର ୪ଟି ଜିଲ୍ଳାରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ୪ଟି ଜିଲ୍ଲା ଗସ୍ତ କରିବେ । ୪ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,…