୧୮ ଘଣ୍ଟାର ନାଟକର ଅବସାନ : ପୁଣି ବିଜେପିକୁ ଫେରିଲେ ଜଗା
ଭୁବନେଶ୍ୱର : ୧୮ ଘଣ୍ଟାର ନାଟକର ଅବସାନ । କାଲି ବିଜେପିରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନ ଆଜି ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ବାବୁ ସିଂଙ୍କୁ ଭୁବନେଶ୍ବର ଜିଲ୍ଲା ସଭାପତି ତାୟୀତ୍ବ ମିଳିବା ପରେ ଇସ୍ତଫା ଦେଇଥିଲେ ଜଗନ୍ନାଥ । ଦଳୀୟ ନେତାଙ୍କ ମାନ ଭଞ୍ଜନ ପରେ ପୁଣି ହାତ…
