Odia News Portal
Yearly Archives

2020

ନୂଆ ୧୪୩ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର() ବୁଧବାର ରାଜ୍ୟରେ ୧୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି । ମୋଟ ୧୪୩ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ ଜଣ କ୍ୱାରେଣ୍ଟାଇନ…

ଶ୍ରୀକ୍ଷେତ୍ରରେ ପହଂଚିଲା ବଉଳା କାଠ

ପୁରୀ() ପୁରୀରେ ପହଂଚିଲା ବଉଳା କାଠ । ସେନାପଟା ଲାଗି ସତ୍ୟବାଦୀର ଅଜାଘରୁ ଆସିଛି କାଠ । ବିଲ ସାହିରୁ ଚିହ୍ନଟ ହୋଇଥିବା ଗଛକୁ କଟାଯାଇଥିଲା । ଏହାପରେ ଭଜନ କୀର୍ତନ ସହ ଏକ ସୁସଜ୍ଜିତ ଶଗଡରେ ତିନି ଖଣ୍ଡ କାଠକୁ ପାଟବସ୍ତ୍ରରେ ଆଚ୍ଛାଦିତ କରି ତୁୁଳସୀ ଓ ଫୁଲର ଟାହିଆ ଲଗାଯ୍ଧବ ପୁରୀକୁ…

ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୧୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି । ୧୪୩ ପଜିଟିଭ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ…

ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ମିଳିଛି । କେବଳ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ସମୟରେ ପାର୍କ ବନ୍ଦ ରହିବ । କିନ୍ତୁ ଅନ୍ୟଦିନ ମାନଙ୍କରେ ପାର୍କ ଖୋଲିବାକୁ ଅନୁମତି ମିଳିଛି । ସକାଳ ୫ଟାରୁ ୧୦ ଓ ଅପରାହ୍ନ ୪ରୁ ୬…

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର () ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ପବନର ବେଗ ମଧ୍ୟ ଅଧିକ ରହିବ । ଘଣ୍ଟା ପ୍ରତି ୩୦ରୁ…

ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’

ମୁମ୍ବାଇ() ଭୀଷଣ ବେଗରେ ଉପକୁଳ ମୁହାଁ ହେଉଛି ଆରବସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନ ନିସର୍ଗ । ଆଜି ଦିନ ୧ରୁ ୪ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ନିସର୍ଗ’ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ…

କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡ

ପୁରୀ : ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଠାରେ ଥିବା କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କତା ସହ ଆସବାବ ପତ୍ର ନଷ୍ଟ ହୋଇଥିବା ଜଣା ପଡିଛି। ଅଗ୍ନିକାଣ୍ଡର ଖବର ପାଇ ପିପିଲି ସତ୍ଯବାଦୀ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ…

୨ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ କେଉଁ ରାଜ୍ୟରେ କେତେ …

ଭୁବନେଶ୍ୱର ()  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୦୦୩୦୨ ଜଣ ସୁସ୍ଥ ହୋଇଥିବାବେଳେ ୫୮୧୫ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୧ ଲକ୍ଷ ୧୪୯୭ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…

ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଫୋନ୍‌ ଯୋଗେ ନିମନ୍ତ୍ରଣ

ନୂଆଦିଲ୍ଲୀ() ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଆମେରିକା ରାଷ୍ଟ୍ରପତି। ଏଥିପାଇଁ ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ…

କରୋନା ମୁକାବିଲା ପାଇଁ ଉପକୂଳିଆ ଜିଲ୍ଲାପାଳ ନାକେଦମ

ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରବେଶ କରିବା ପରଠାରୁ ଉପକୂଳିଆ ଜିଲ୍ଲାପାଳମାନେ ନାକେଦମ ହେଲେଣି । କରୋନା ମୁକାବିଲା ପାଇଁ ଏଭଳି ଖଟୁଛନ୍ତି ଦିନ ରାତି ଏକାକାର । କେତେକ ଜିଲ୍ଲାପାଳ ତ ଚାକିରି କରିବା ଦିନଠାରୁ ଏଭଳି ଅବସ୍ଥା ହୋଇନଥିଲେ ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ଯୁବ…