କ୍ରିକେଟ୍ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭାଗ୍ୟ ପରୀକ୍ଷା କରିବେ ଧୋନି
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍ ଜଗତରୁ ଦୂରରେ ଅଛନ୍ତି। ଏବେ ତାଙ୍କ ଅବସର କଥା ମଧ୍ୟ ଶୁଣିବାକୁ ମିଳିଛି। ତେବେ ଇତି ମଧ୍ୟରେ ଧୋନିଙ୍କୁ ନେଇ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ଆଗକୁ ଫ୍ୟାନ୍ମାନେ ଧୋନିଙ୍କୁ…
