Odia News Portal
Yearly Archives

2020

କନେଷ୍ଟେବଳଙ୍କ ବିରୋଧରେ ଆସିଲା ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଅପହରଣ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅପହରଣକାରୀଙ୍କ ଭିତରେ ଜଣେ କନେଷ୍ଟେବଳ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି କନେଷ୍ଟେବଳ ଜଣଙ୍କ ଖଣ୍ଡଗିରି ପୋଲିସ…

ଏହି ଅଭିନେତ୍ରୀଙ୍କ ସହ ତାଙ୍କ ପୁରା ପରିବାରକୁ କରୋନା, ଜଣାଇଲେ ନିଜର ଯନ୍ତ୍ରଣା….

ଏପର୍ଯ୍ୟନ୍ତ ଅନେକ ବଡ ବଡ ତାରକା କରୋନା ଭାଇରସ କବଳରେ ଆସିସାରିଛନ୍ତି । ନିକଟରେ ସଙ୍ଗୀତକାର ୱାଜିଦ୍ ଖାନଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଏହି ସମୟରେ ‘ୟେ ରିସ୍ତା କୟା କେହଲତା ହେ’ର ପ୍ରଖ୍ୟାତ ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହିନା କୁମାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା…

ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା

ପୁରୀ() ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ ହେବ । ଏହାସହ ଶ୍ରୀମନ୍ଦିର ଚାରିପାଖରେ ମଧ୍ୟ ଲାଗୁ ହେବ ୧୪୪ଧାରା । ସ୍ନାନଯାତ୍ରା ପାଇଁ ବସିଥିବା…

ପ୍ରେମକୁ ଗୁରୁତ୍ବ ଦେଇ କ୍ୟାରିୟରକୁ ତ୍ୟାଗ କରିଛନ୍ତି ଏହି ନାମିଦାମି କଳାକାର

ମୁମ୍ବାଇ() ପ୍ରେମରେ ହୋଇଥିବା ତ୍ୟାଗ ବା ସହନଶୀଳତା ପ୍ରେମର ମହତ୍ୱକୁ ବଢାଇ ଦେଇଥାଏ । ପ୍ରେମ କୌଣସି ସମୟରେ ବା କୌଣସି ସ୍ଥାନରେ ହୋଇଥାଏ । ଏମିତିକି ୨ ଅଲଗା ଅଲଗା ଜାତୀ, ଦେଶ ବା ଧର୍ମର ବ୍ୟକ୍ତି ଯଦି ନିବିଡ ପ୍ରେମରେ ଥାନ୍ତି ତାହାଲେ ତାଙ୍କ ପାଇଁ କେବଳ ପ୍ରେମ ହିଁ ସବୁକିଛି ହୋଇଥାଏ ।…

ସନ୍ତୁଷ୍ଟ ତାଲିକାରେ ନବୀନ ଶୀର୍ଷରେ

ନୂଆଦିଲ୍ଲା() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ । ଦେଶରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ହାରାହାରି ୬୫% ଲୋକ ସନ୍ତୁଷ୍ଟ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ କେଉଁ ରାଜ୍ୟରେ କେତେ ଲୋକ ସନ୍ତୁଷ୍ଟ ତାହାର ତାଲିକାରେ ନବୀନ…

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର() ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି ।…

ଭୂତାଣଠାରୁ ରକ୍ଷା ପାଇବା ସହ ଅର୍ଥ ବ୍ୟବସ୍ଥା ରକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ()କରୋନା ସଙ୍କଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି, ଯାହାକୁ ସୁଧାରିବାରେ ଲାଗିପଡିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଭାରତୀୟ ଉଦ୍ୟୋଗ ପରିସଂଘ ବା CIIର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ,…

ଏହି ୬ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର()  ଆଜି ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ୬ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ସେହି ୬ଟି ଜିଲ୍ଲା ମଧ୍ୟରେ ନୂଆପଡା, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗିର…

ଦେଖନ୍ତୁ ରଥ ନିର୍ମାଣର କିଛି ଆକର୍ଷଣୀୟ ଝଲକ …

ପୁରୀ () ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଦେଖିବା ରଥ ନିର୍ମାଣର କିଛି ଆକର୍ଷଣୀୟ ଝଲକ ...…

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୫୯୮ କୁ ବୃଦ୍ଧି  ପାଇଛି।କରୋନା ରେ ଆକ୍ରାନ୍ତ ଥିବା ୯୫,୫୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି ୯୭,୫୮୧  ଜଣ। ଏହାସହ ୨୪ ଘଣ୍ଟାରେ ୮,୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା…