ଜୁନ୍ ୩୦ ଯାଏ ବଢ଼ିଲା ଲକଡାଉନ୍
ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ଲକଡାଉନ୍ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଯେଉଁ ଅଞ୍ଚଳ କରୋନା ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ ହୋଇଛି ସେହି ସ୍ଥାନରେ ଆଉ ମାସେ ପାଇଁ ଲକଡାଉନ୍ ବଢ଼ାଇଛନ୍ତି ସରକାର। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି…
