Odia News Portal
Yearly Archives

2020

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୨ହଜାର ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮୬ହଜାର…

ସୋନୁ ସୁଦଙ୍କ ପରେ ଅଣ୍ଟା ଭିଡ଼ିଲେ ଅମିତାଭ ବଚ୍ଚନ

ମୁମ୍ବାଇ : ୧୦ଟି ବସ୍‌ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକଙ୍କୁ ନେଇ ସେମାନଙ୍କର ଗାଁରେ ଛାଡ଼ିବ । ପ୍ରତି ବସ୍‌ରେ ୨୫ରୁ ୩୦ ଜଣ ଯିବାର ବ୍ୟବସ୍ଥା ସହ ଯାତ୍ରୀଙ୍କୁ ଯାତ୍ରା ସମୟରେ ୬ ଥର ଖାଇବାକୁ ମିଳିବ । ଏହାଛଡ଼ା ସମସ୍ତଙ୍କୁ ମେଡ଼ିକାଲ୍‌ କିଟ୍‌ ବି ଦିଆଯାଇଛି । ଏମିତି ବ୍ୟବସ୍ଥା…

ବାରଣାସୀରେ ଟିକଟକ୍ ନେଲା ୫ସାଙ୍ଗଙ୍କ ଜୀବନ

ବାରଣାସୀ ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଗଙ୍ଗା କୂଳରେ ୫ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣି ବୁଡିଯାଇ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗର ଅଞ୍ଚଳର ୨ ଅଞ୍ଚଳ ୱାରୀ ଗଢହୀ…

ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ…

କର୍ମଚାରୀଙ୍କ ପଦୋନ୍ନତି ଯୋଜନାକୁ ଅଣଦେଖା

ଭୁବନେଶ୍ବର : ମୋ ସରକାର ଯୋଜନାରେ ରାଜ୍ୟ ସରକାର ନିକଟ ଅତୀତରେ କର୍ମଚାରୀଙ୍କ ପାଇଁ ଆଣିଥିବା କଲ୍ୟାଣକାରୀ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ହିଁ କନିଷ୍ଠ ଅଧିକାରୀମାନେ ଅଣଦେଖା କରୁଥିବାର ଅଭିଯୋଗ ଖୋଦ୍‍ ସଚିବାଳୟ ସେବା ବର୍ଗର କର୍ମଚାରୀମାନେ ଆଣିଛନ୍ତି । ଏଥିଯୋଗୁଁ ଚଳିତବର୍ଷ ରାଜ୍ୟ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ନବ ଦମ୍ପତ୍ତି

ପଦ୍ମପୁର : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କଲେ ନବ ଦମ୍ପତ୍ତି ।  ପଦ୍ମପୁରର ପ୍ରଶାନ୍ତ ପୃଷ୍ଟି ଏବଂ ପତ୍ନୀ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।କରୋନା ମହମାରୀ ଯୋଗୁଁ ନିରାଡମ୍ବରେ ବିବାହ କରିଥିଲେ ଏହି ଦମ୍ପତ୍ତି । ତେଣୁ…

ଆଜି ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲାକୁ ସତର୍କ ସୂଚନା । ଆଜି ପାତି ୮ଟା ୪୦ ମିନିଟ୍ ସୁଦ୍ଧା ଭୀଷଣ ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ୫୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏଥିପାଇଂ ୧୦ ଜିଲ୍ଲାକୁ ସତର୍କ ରହିବାକୁ…

ଆରମ୍ଭ ହେଲା ଓରମାସର ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଗୁରୁବାର ଦିନ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ। ସହରାଞ୍ଚଳର ଗ୍ରାହକମାନଙ୍କୁ ସୁଲଭ ଦରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷ ହେଉଥିବା ଭିନ୍ନ ଭିନ୍ନ କିସମର ସୁଆଦିଆ ଆମ୍ୱ ପହଞ୍ଚାଇବା ପାଇଁ କିଛି ବର୍ଷ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି । କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡିବ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥ ହେବେ । କର୍ମକ୍ଷେତ୍ରରେ କୌଣସି ଭଦ୍ର ମହିଳାଙ୍କ…

‘ଟିକ୍‌ଟକ୍‌’ ଅଶ୍ଳୀଳତା ବଢ଼ାଉଛି, ସମାଜ ଉପରେ ଖରାପ ପ୍ରଭାବ ପକାଉଛି : ଓଡ଼ିଶା ହାଇକୋର୍ଟ

କଟକ : ଟିକ୍‌ଟକ୍ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଛି । ସଂସ୍କୃତିର ଅବକ୍ଷୟ କରୁଛି । ସମାଜ ଉପରେ କୁ ପ୍ରଭାବ ପକାଉଛି । ତେଣୁ ଏହାକୁ ନିୟନ୍ତ୍ରଣକୁ ଅଣାଯିବା ଦରକାର । ଏକଥା ଆଜି କହିଛନ୍ତି ଓଡ଼ିଶା ହାଇକୋର୍ଟ । ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଟିକ୍‌ଟକ୍ ଯୋଗୁଁ କିଭଳି ଭାବେ ଜଣେ ମହିଳା…