ଓଡ଼ିଶାରେ ଆଲ୍କୋହଲ୍ର ହୋମ ଡେଲିଭରୀ ଆରମ୍ଭ କଲା ସ୍ୱିଗି
ଭୁବନେଶ୍ୱର : ଭାରତର ଅଗ୍ରଣୀ ଅନ୍-ଡିମାଣ୍ଡ ପ୍ଲାଟଫର୍ମ ସ୍ୱିଗି, ‘ୱାଇନ ସପ’ କାଟାଗୋରୀ ଜରିଆରେ ଓଡ଼ିଶାରେ ଆଲ୍କୋହଲ୍ର ଅନ୍ଲାଇନ୍ ପ୍ରକ୍ରିୟାକରଣ ଏବଂ ହୋମ ଡେଲିଭରୀକୁ ସକ୍ଷମ କରାଇଛି । ଓଡ଼ିଶା ସରକାରଙ୍କ ଠାରୁ ଆବାଶ୍ୟକୀୟ ମଞ୍ଜୁରୀ ପାଇବା ପରେ ଏହି ସେବା ଆଜି ଭୁବନେଶ୍ୱର ଏବଂ…
