ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି
ଭୁବନେଶ୍ୱର() ଆଜି କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ପରି ସମସ୍ୟା ବିଶ୍ୱରେ ଆଗରୁ କେବେ ଦେଖାଯାଇ ନାହିଁ । ଓଡ଼ିଶାରେ ଆଗୁଆ କରାଯାଇଥିବା ପ୍ରସ୍ତୁତି ଓ ନିଷ୍ପତ୍ତିକୁ ସୁଫଳ ମିଳିଛି । ବୟସ୍କ ଲୋକଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ…
