Odia News Portal
Yearly Archives

2020

ଗରାବଡ଼ୁ ସେବକଙ୍କ ହେବ କରୋନା ଟେଷ୍ଟ

ପୁରୀ() ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ଼-୧୯କୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା । ୨୯ ଓ ୩୦ରେ ଗରାବଡ଼ୁ ନିଯୋଗର କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ସୂଚନା…

୨୪ରେ ୬ ହଜାର ୬୫୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହାର କରାଳ ରୂପ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଭାରତରେ ମଧ୍ଯ ଏହା ନିଜର ଦବଦବା ଜାହିର୍ କରିଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସର୍ବାଧିକ ୬…

ସେ ମୋ ସାବିତ୍ରୀ, ମୁଁ ତା’ ସତ୍ୟବାନ

ଭୁବନେଶ୍ୱର () ସେ ମୋ ସାବିତ୍ରୀ, ମୁଁ ତା’ ସତ୍ୟବାନ। ଗତକାଲି ସାବିତ୍ରୀ ଓଷା ଅବସରରେ ନିଜ ଜୀବନ ସାଥୀଙ୍କ ବିଷୟରେ ଏମିତି ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସେ ନିଜର ଫେସବୁକ୍ ଆକାଉଣ୍ଟରେ ନିଜ ଲାଇଫ୍‌ ପାର୍ଟନରଙ୍କ ସହ କିଛି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ…

ଭୋ ଭୋ ହୋଇ କାନ୍ଦିଲେ ଧର୍ମେନ୍ଦ୍ର

ମୁମ୍ବାଇ() ନିକଟରେ ବଲିଉଡ୍ ଷ୍ଟାର ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକି ତାଙ୍କ ଝିଅ ଈଶା ଦେଓଲ ସେୟାର କରିଛନ୍ତି । ଈଶାଙ୍କ ବିବାହ ପରେ ଝିଅ ବିଦା ବେଳକୁ କିପରି ଧର୍ମେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଥିଲେ, ତାହା ଏଥିରେ ଦେଖିବାକୁ ମିଳିଛି ।…

ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର() ସାବିତ୍ରୀ ବ୍ରତ ଅବସରରେ ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ ତଥା ବିଏମସି ଜାଗୃତିର କୋଡିନେଟର ପ୍ରବେଶ ସାହୁ, ସୁପରଭାଇଜର ଇନ୍ଦ୍ରଜିତ ନାୟକ ଓ ରାମକଷ୍ଣ ଧନୱାରଙ୍କ ସମେତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ…

ଶେଷ ପର୍ୟ୍ୟାୟରେ ଅଖ ଓ ଚକ ନିର୍ମାଣ କାର୍ୟ୍ୟ

ପୁରୀ() ବେଶ୍ ତତ୍ପରତାର ସହ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ। ଅଖ ଓ ଚକ ନିର୍ମାଣ କାର୍ୟ୍ୟ ବର୍ତ୍ତମାନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ତିନି ରଥର ୨୧ଟିରୁ ୧୯ଟି ଅଖ କାର୍ୟ୍ୟ ସରିଛି । ତାଳଧ୍ୱଜ ରଥର ସମସ୍ତ ୭ଟି ଅଖ, ଦର୍ପଦଳନ ରଥର ସମସ୍ତ ୬ଟି ଓ ନନ୍ଦିଘୋଷ ରଥର ମୋଟ ୮ଟି ଅଖରୁ ୬ଟି…

ଏହିସବୁ ଜିଲ୍ଲାର ନୂଆ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ଆଜି ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୯ କରୋନା ପଜିଟିଭ ଚିହ୍ନଟ…

ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର()ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୯କୁ ବୃଦ୍ଧି ପାଇବ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ ରୁ ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୯୫ କରୋନା ଆକ୍ରାନ୍ତ ଚିହ୍ନଟ…

ସମର ସଫଳତା: କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର() କରୋନା ଏବଂ ଦୁଃସାଧ୍ୟ ବ୍ୟାଧିରୁ ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବିଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ…

ଓଡିଶା ପାଇଁ ୫୦୦ କୋଟି

ଭୁବନେଶ୍ବର() ଓଡିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆକାଶ ମାର୍ଗରୁ ଅମ୍ଫାନ କ୍ଷୟକ୍ଷତି ନେଇ ରାଜ୍ୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା…