କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ଅସହାୟ ଲୋକମାନଙ୍କୁ ରାସନ ବଣ୍ଟନ
ଭୁବନେଶ୍ବର() ଆଜି କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କଲ୍ୟାଣପୁର ପଞ୍ଚାୟତରେ ଅସହାୟ ଗରିବ ଖଟିଖିଆ ଲୋକମାନଙ୍କୁ ସମସ୍ତ ରାସନ ବଣ୍ଟନ କରାଯାଇଛିି ।
କଲ୍ୟାଣପୁର ପଞ୍ଚାୟତରେ କଲ୍ୟାଣପୁର ଗାଁ,ନୂଆବନ୍ତ ଗାଁ , ବେଣାଗାଡ଼ିଆ ଗାଁ, ଗୋପନପୁର,…
