Odia News Portal
Yearly Archives

2020

ଉଜ୍ଜଳା ମା’ଭଉଣୀ ମାନଙ୍କ ଆଖିରୁ ଲୁହ ପୋଛିଚି

ନୂଆଦିଲ୍ଲୀ/ଭୁବନେଶ୍ୱର() କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆଇଆଇଟିଟିଏମ୍ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ଡ. ଶିତିକଣ୍ଠ ମିଶ୍ର ମନୋନୀତ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ…

ବେଙ୍ଗଲ ଉପକୂଳକୁ ଯାଇପାରେ ବାତ୍ୟା

ଭୁବନେଶ୍ବର() ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ଲାଣ୍ଡଫଲ।କରିବା ସମ୍ଭାବନା ରହିଛି ।ତେବେ ଏହି ବାତ୍ୟା ବେଙ୍ଗଲ ଉପକୂଳକୁ ଯିବାକୁ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ସେ କହିଛନ୍ତି ଏଥି ଲାଗି ରାଜ୍ୟ ସରକାରଙ୍କ ତରଫରୁ…

ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା

ଭୁବନେଶ୍ବର : ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା । ଫଳରେ ଟାଟା ଏସି ଟି ଓଲଟି ପଡିଥିଲା ।ଘଟଣା ସ୍ଥଳରେ ଅଟୋରେ ବସିଥିବା ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ଯପଟେ ଟାଟା ଏସି ଡ୍ରାଇଭର ଆହତ ହୋଇ…

ଚୀନଠାରୁ ଟପିଲା ଭାରତ

ନୂଆଦିଲ୍ଲୀ()କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌କୁ ଟପିଛି ଭାରତ । ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୪୧ ରହିଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮୬ ହଜାର ହେଲାଣି । ୮୫ ହଜାର ୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

ଜାଣନ୍ତୁ ନୂଆ ୬୫ ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୬୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ନୂଆ ୬୫କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ୪ପଜିଟିଭ ସୁରତରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମର ୧୩ପଜିଟିଭଙ୍କ ମଧ୍ୟରୁ ୧୨ଜଣ…

ମେ ୨୮ ତାରିଖରେ ଭିଡିଓ କନଫରେନସିଂ ଜରିଆରେ ବସିବ ଆଇସିସି ବୈଠକ

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ବା ଆଇସିସି କମିଟି ଆସନ୍ତା ମେ ୨୮ ତାରିଖରେ ଭିଡିଓ ଜରିଆରେ ଏକ ମିଟିଂ ଆୟୋଜନ କରିବାକୁ ଯାଉଛି । ଅନୁଷ୍ଠିତ ହେବାକୁ ଥିବା ଏହି ମିଟିଙ୍ଗରେ ଅନ୍ୟାନ ଆଲୋଚନା ସହ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା T 20 ବିଶ୍ୱକପକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି…

ଅବପାତର ରୂପ ନେଲା ଅମ୍ପାନ୍

ଭୁବନେଶ୍ୱର() ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଅମ୍ପାନ୍ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାତ୍ୟାର ରୂପ ନେବ । ତେବେ ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ପରବର୍ତୀ ୧୨ଘଂଟାରେ ଏହା ସିଭିୟର ସାଇକ୍ଲୋନିକ…

ରାଜ୍ୟରେ ଆଉ ୬୫ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟଯେ ରାଜ୍ୟରେ ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…

କଣ୍ଟ୍ରୋଲ ଜୋନ୍ ହେଲା ଶଙ୍କରପୁର ସାହି

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ଶଙ୍କରପୁର ସାହିକୁ କଣ୍ଟ୍ରୋଲ ଜୋନ୍‌ ଭାବେ ଘୋଷଣା କରାଯାଇଛି । କରୋନା ସଂକ୍ରମିତ ଅଞ୍ଚଳରୁ ଅଧିକ ଲୋକ ଏହି ଅଞ୍ଚଳକୁ ଆସିଥିବାରୁ କଣ୍ଟ୍ରୋଲ ଜୋନ୍ ଘୋଷଣା କରାଯାଇଥିବା ଜଣାପଡିଛି । କଣ୍ଟ୍ରୋଲ ଜୋନ୍‌ ଭାବେ ଘୋଷଣା କରାଯିବା ପରେ ସଂପୃକ୍ତ ଅଞ୍ଚଳକୁ…