Odia News Portal
Yearly Archives

2020

ସଡକ ଦୁର୍ଘଟଣାରେ ୨୩ ଶ୍ରମିକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ() ଉତ୍ତରପ୍ରଦେଶ ଔରେୟା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇ ୨୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଶ୍ରମୀକଙ୍କୁ  ନେଇଯାଉଥିବା ଗାଡିକୁ ଧକ୍କା ଦେଇଥିଲା ଟ୍ରକ।…

ମୁଖ୍ୟମନ୍ତ୍ରୀଙ୍କ ଫି ଛାଡ ଅନୁରୋଧକୁ କର୍ଣପାତ କଲେନି ଘରୋଇ ସ୍କୁଲ

ଭୁବନେଶ୍ୱର : କରୋନା ଭଳି ମହାମାରୀ ପରିପ୍ରେକ୍ଷୀରେ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅନୁରୋଧ କରିଥିଲେ ତାହାକୁ ଗୋଟିଏ ହେଲେ ଆଗଧାଡିର ସ୍କୁଲ ମାନିଲେ ନାହିଁ । କେହି ଜଣେ ହେଲେ ସ୍କୁଲ କର୍ତ୍ତୃପକ୍ଷ ଆଗକୁ ଆସି ସହଯୋଗର ହାତ ବଢାଇଲେ ନାହିଁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସମସ୍ୟାର ସମାଧାନ ପୂର୍ବକ କର୍ମଧାରାରେ ପରିବର୍ତ୍ତନ ଆଣିବାରେ ସମର୍ଥ ହେବେ । ହାତକୁ ନେଇଥିବା କାର୍ଯ୍ୟ ସାଧନ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବାର ଆଶା ରହିଛି । ଏକାଧିକ ବାଧା ଓ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ ଓ ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ । ବୃଷ…

କରୋନା ମୁକାବିଲା ପାଇଁ ୧ କୋଟି ୫୧ ଲକ୍ଷ ଦାନ କଲା ଶ୍ରୀମନ୍ଦିର

ଭୁବନେଶ୍ୱର() କରୋନାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଢକୋଟି ଟଙ୍କା ଦାନ କରିଛି ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ କୋଟି ୫୧ ଲକ୍ଷ ଟଙ୍କା ଦାନ କରାଯାଇଛି…

ପ୍ରେମରେ କଣ୍ଟା ସାଜିଲା ମାରାତ୍ମକ ଭାଇରସ୍‌

ଜଳଶ୍ବେର : ପ୍ରଥମେ ପ୍ରେମ ତାପରେ ବିବାହର ପ୍ରତିଶ୍ରୁତି। ଦେଶରେ କରୋନା ପାଇଁ ଜାରି ରହିଥିବା ଲକଡାଉନ ସତ୍ତ୍ୱେ ବି ହାର୍ ମାନି ନଥିଲେ ଯୁବକ । ପ୍ରେମ ପାଇଁ ବାଙ୍ଗାଲୁରରୁ ଆସି ପଶ୍ଚିମବଙ୍ଗରେ ବିବାହ କରିଥିଲେ ଯୁବକ। ମାତ୍ର ଯୁବକଙ୍କୁ ତାର ପରିଣାମ ସ୍ୱରୂପ କରୋନା ଅକ୍ରାନ୍ତ ହେବାକୁ…

ଝିଆରୀକୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ କକା ଗିରଫ

ଭୁବନେଶ୍ୱର : ଝିଆରୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ କକାଙ୍କୁ ଗିରଫ କରିଛି । ତାଙ୍କ ନାମ ମିଲନ କୁମାର ପଟ୍ଟନାୟକ (୪୨) । ଘର ବରମୁଣ୍ଡା ନୀଳକଣ୍ଠେଶ୍ୱର ମାର୍ଗ । ସୂଚନା ମୁତାବିକ, ମଙ୍ଗଳବାର ସନ୍ଧ୍ୟାରେ ମିଲନଙ୍କ ଝିଆରୀ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ…

ପୀଡ଼ିତାଙ୍କ ପଛରେ ଛିଡ଼ା ହେଲେ ଚିକ୍‌ନି ଚମେଲି

ମୁମ୍ବାଇ : ଲକ୍‌ଡାଉନ୍‌ରେ ଘରୋଇ ହିଂସା ମାମଲା ଦିନକୁ ଦିନ ବଢ଼ିଚାଲିଛି । ଏହି ସ୍ଥିତିରେ ଏଭଳି ସାମାଜିକ ବ୍ୟାଧି ବିରୁଦ୍ଧରେ ସ୍ୱର ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି ଚିକ୍‌ନି ଚମେଲି କ୍ୟାଟନ୍ରିା କୈଫ୍‌ । ନଜି ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ସେ ଏକ ଫଟୋ ଶେୟାର କରିଛନ୍ତି । ସେଥିରେ…

ରିଲିଜ ହେଲା ‘ଘୁମକେତୁ’ ଟିଜର

ମୁମ୍ବାଇ : ନୱାଜୁଦ୍ଦିନ୍ ସିଦ୍ଦିକି ସବୁବେଳେ ୟୁନିକ୍ ରୋଲ୍ ପ୍ଲେ କରିବା ନେଇ ବେଶ୍ ଜଣାଶୁଣା । ଯେ କୌଣସି ଭୂମିକାକୁ ସେ ଅନେକ ଭିନ୍ନ ଉପାୟରେ କରନ୍ତି ଏବଂ ଯେଉଁଥିପାଇଁ ଫ୍ୟାନ୍ସ ତାଙ୍କୁ ବେଶ୍ ପସନ୍ଦ କରିଥାନ୍ତି । ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଘୁମକେତୁ’ର ଟିଜର ରିଲିଜ ହୋଇଯାଇଛି ।…

ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପାସ୍‌

ଭୁବନେଶ୍ୱର : କରୋନା ଭାଇରସ୍‌ ଲକ୍‌ ଡାଉନ୍‌ ଯୋଗୁଁ ସ୍କୁଲ୍‌ ବନ୍ଦ ରହିଛି । ପିଲାଙ୍କ ପାଠ ପଢାରେ ସମସ୍ୟା ହୋଇଛି । ଏଣୁ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରଥମରୁ ୮ମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଉତ୍ତୀର୍ଣ୍ଣ କରାଯିବ ।  ଏନେଇ ଆଜି ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି…

ଏୟାରଟେଲ ଡିଜିଟାଲ ଟିଭିରେ ‘ମାଲ୍‌ଗୁଡ଼ି ଡେଜ୍‌’

ଭୁବନେଶ୍ୱର : ଭାରତର ଏକ ଅଗ୍ରଣୀ ଡିଟିଏଚ ସେବା ପ୍ରଦାନକାରୀ, ଏୟାରଟେଲ ଡିଜିଟାଲ ପକ୍ଷରୁ ଆଇଏନ୧୦ ମିଡିଆ ଦ୍ୱାରା ଏକ ପ୍ରିମିୟମ ଓଟିଟି ପ୍ଲାଟଫର୍ମ, ଏପିକ୍ ଅନ୍‌-ଇଣ୍ଡିଆଜ ଷ୍ଟୋରୀଟେଲରସ୍ ସହିତ ଏକ ସ୍ୱତନ୍ତ୍ର ସହଯୋଗୀତାର ଘୋଷଣା କରାଯାଇଛି । ଏହି ସହଯୋଗୀତାର ଅଂଶ ବିଶେଷ ଭାବେ ଏୟାରଟେଲ…