ଅଭାବନୀୟ ଘଟଣା : ପାରିବାରିକ କଳହରୁ ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା
ଯାଜପୁର ଟାଉନ : ପାରିବାରିକ କଳହର କରୁଣ ପରିଣତି । ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ସାମନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରଶାନ୍ତ ବିଶ୍ୱାଳ ଓ ପତ୍ନି ଚୁମୁକି ବିଶ୍ୱାଳଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା…
