Odia News Portal
Yearly Archives

2020

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ

ଭୁବନେଶ୍ୱର()  ଆସୁଛି ବାତ୍ୟା । ଧୀରେ ଧୀରେ ଘନୀଭୂତ ହୋଇ ବଳ ଜୁଟାଉଛି । ପ୍ରାଥମିକ ଆକଳନ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ଼ ହେବା ଆଶଙ୍କା ଅଧିକ । ତେବେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି…

ବଳ ଗୋଟାଉଛି ସାମ୍ଭାବ୍ୟ ବାତ୍ୟା!

ଭୁବନେଶ୍ୱର() ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲଘୁଚାପର ରୂପ ନେଇଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ ବୋଲି ଆକଳନ କରାଯାଉଛି । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ସ୍ପର୍ଶ କରିବାର ଆଶଙ୍କା ରହିଛି । ଆସନ୍ତା ୧୯…

ଭାରତ ପାଇଁ ୧ ବିଲିୟନର ପ୍ୟାକେଜ୍ ଘୋଷଣା

କରୋନା ସଙ୍କଟ ସମୟରେ ଭାରତ ପାଇଁ ଖୁସିଖବର ଆଣିଦେଇଛି ବିଶ୍ୱବ୍ୟାଙ୍କ । ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ୧ ବିଲିୟନର ପ୍ୟାକେଜ୍ ଘୋଷଣା କରିଛି । ଭାରତର ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛି ବିଶ୍ୱବ୍ୟାଙ୍କ । ଏହାପୂର୍ବରୁ କରୋନା ଯୁଦ୍ଧ ପାଇଁ ଭାରତକୁ ଏନଡିବି ଏକ…

୪୮ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର() ରାଜ୍ୟରେ ଆଜି ୪୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୦ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ସେହିପରି କଟକରେ ଚିହ୍ନଟ ହୋଇଥିବା…

ରଥଖଳାରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ

ପୁରୀ() ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାରମ୍ପରିକ ଭଉଁରୀ ନୀତି ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ଠାରୁ ଆଜ୍ଞାମାଳ ଆସି ଚକଡେରା ନୀତି ସମ୍ପନ୍ନ ହୋଇଛି । ଏହାସହ ରଥ ଖଳାରେ ୬ଟି ଚକ ସହ ଡେରା ହେଲା ୩ଟି ଅଖ । ସେପଟେ ରଥଖଳାରେ ବିଜେ ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ । ବଳଭଦ୍ର, ଜଗନ୍ନାଥ ଓ…

୫ଟି ସଚିବଙ୍କ ଗଂଜାମ କିଲ୍ଲାରେ କୋଭିଡ କେୟାର ସେଣ୍ଟରର ସ୍ଥିତି ସମୀକ୍ଷା

ଭୁବନେଶ୍ୱର() ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି ଗଂଜାମ ସମେତ ତିନି ଜିଲ୍ଲା ଗସ୍ତରେ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ | ଗଂଜାମ କିଲ୍ଲାରେ ଶେରଗଡ଼, ହିଞ୍ଜିଳି,…

ରାଜ୍ୟରେ ଆଉ ୪୮ ପଜିଟିଭ,ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି । ବାଲେଶ୍ବରରୁ ୧୨, ଗଞ୍ଜାମ -୧୨,ପୁରୀ-୧୦, ଭଦ୍ରକ-୭, ଯାଜପୁର-୨, କଟକ-୧,ସୁନ୍ଦରଗଡ଼-୧ , ନୟାଗଡ଼-୩, ଦେବଗଡ଼-୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ…

କର୍ମଚାରୀଙ୍କ ଉଦ୍ଧତ ଆଚରଣ ନେଇ ସଂଘ ନେତା ନୀରବ

ଭୁବନେଶ୍ୱର : କିଛି ଉଦ୍ଧତ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟ ପ୍ରଶାସନ ଏବେ ନିନ୍ଦିତ ହେଉଛନ୍ତି । କିଏ ପ୍ରବାସୀଙ୍କ ଫେରନ୍ତାଙ୍କ ଚଉଦ ପୁରୁଷ ନେଇ ଶୋଧୁଛି ତ ଆଉ କିଏ ବନ୍ଧୁକ ମୂନରେ ପେମିକାର ଗର୍ଭପାତ କରାଇ ଫେରାର ହେଉଛିା ତେବେ ଏଭଳି କ୍ଷେତ୍ରରେ କର୍ମଚାରୀ ସଂଘର ନେତାଙ୍କ ନିରବତା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ମିତ୍ରତା ସୃଷ୍ଟିହେବ। ଅଟକିରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲାର ସମାଧାନ ହେବାର ଆଶାରହିଛି। ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା…