Odia News Portal
Yearly Archives

2020

ଅଷ୍ଟମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଦେଖନ୍ତୁ କିଛି ଚିତ୍ର …

ପୁରୀ () ଅଷ୍ଟମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ(ପଇଠ) ହୋଇଛି । ଅନ୍ୟଟିରେ ପଇଲାଗି ସାରି ବିଭୋର…

ଦେଶର ଅର୍ଥନୀତିକୁ ପୁଣି ଥରେ ମଜବୁତ୍ କରିବା ଦିଗରେ ମୋଦି ସରକାରଙ୍କ ସକ୍ରିୟ ପଦକ୍ଷେପ ଜାରୀ

ନୂଆଦିଲ୍ଲୀ () ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦି ସରକାରପ୍ରତିଶ୍ରୁତିବଦ୍ଧ । ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦି ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦ୍ୱିତୀୟ ଦିନରେ…

ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ମାନ୍ୟତା

ଭୁବନେଶ୍ୱର () କରୋନା ମହାମାରୀର ଘୋର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଥିବାବେଳେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜ…

ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଜନନେତା ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଛି । କ୍ୟାପିଟାଲ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଭବାନୀ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀ ସହ ୩ ଥର ରାଜ୍ୟ ସଭାକୁ ମନୋନୀତ…

କରୋନା ଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର () କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି, ଏହା ସେମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବାରେ ବଡ ପଦକ୍ଷେପ ବୋଲି କହିବା ସହ ଏଥିପାଇଁ…

ଏହି ପୁରସ୍କାର ପାଇଁ ବୁମ୍‌ରାଙ୍କ ନାମ ସୁପାରିସ୍‌ କରିବ ବିସିସିଆଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ସଂଘ (ବିସିସିଆଇ) ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଖେଳାଳି ମନୋନୟନ ପ୍ରକିୟା ଆରମ୍ଭ କରିଛି । ଷ୍ଟାର୍‌ ପେସ୍‌ ବୋଲର ଜଶ୍‌ପ୍ରୀତ ବୁମ୍‌ରା ‘ଅର୍ଜୁନ’ ପୁରସ୍କାର ଦୌଡ଼ରେ ଆଗୁଆ ଥିବା ଜଣାପଡ଼ିଛି । ଗତବର୍ଷ ଏହି ପୁରସ୍କାର ପାଇଁ ବୁମ୍‌ରାଙ୍କ ନାମ…

ହିନ୍ଦୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଅଧିକ କାମ କରିବାକୁ ଚାହିଁଛନ୍ତି ଏହି ସାଉଥ୍‌ ଅଭିନେତ୍ରୀ

ମୁମ୍ବାଇ : ସୁଯୋଗ ମିଳିଲେ, ହିନ୍ଦୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଅଧିକ କାମ କରିବାକୁ ଚାହିଁବେ ସାଉଥ୍‌ ଷ୍ଟାର ପ୍ରୟାମଣି । ଜାତୀୟ ପୁରସ୍କାର ବିଜୟିନୀ ଏହି ଅଭିନେତ୍ରୀ ୨୦୧୩ରେ ମୁକ୍ତିପ୍ରାପ୍ତ ଶାହରୁଖ ଖାନ୍‌-ଦୀପିକା ପାଦୁକୋନ ଷ୍ଟାରର୍‌ ବ୍ଲକ୍‌ବଷ୍ଟର ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍‌’ର…

ଗଲ୍ଫ ସିଟି ଦୁବାଇରୁ ଭୁବନେଶ୍ବର ଫେରିଲେ ଫସି ରହିଥିବା ଯାତ୍ରୀ

ଭୁବନେଶ୍ୱର : ଗଲ୍ଫ ସିଟି ଦୁବାଇରୁ ଭୁବନେଶ୍ବର ଫେରିଲେ ଫସି ରହିଥିବା ଯାତ୍ରୀ । ଓଡ଼ିଶା ଫେରିବା ପାଇଁ ୩୦୦ରୁ ଅଧିକ ପଞ୍ଜି କରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୪୯ ଯାତ୍ରୀ ଫେରୁଛନ୍ତି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ସ୍ଥାନୀୟ ସମୟ ୩ଟାରେ ଦୁବାଇ ଛାଡ଼ିଥିବା ବେଳେ ରାତି ୯ଟା…

ରୋକି ପାରିଲାନି ଲକଡାଉନ୍ : ଅହମଦାବାଦ୍‌ରୁ ବନାରସ ଚାଲି ଚାଲି ଆସି ପ୍ରେମିକାକୁ ଭେଟିଲା ପ୍ରେମିକ

ବାରାଣାସୀ : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ୍‌। ଏହି ଲକଡାଉନ୍ ପାଇଁ ଲୋକମାନେ ଘର ଭିତରେ ଏପ୍ରକାର ବନ୍ଦୀ ହୋଇରହିଛନ୍ତି ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଏମିତି କି ପ୍ରେମିକ ପ୍ରେମିକା ବି ପରଷ୍ପରକୁ ଭେଟିବା ପାଇଁ ଚିନ୍ତିତ…

ଲକ୍ ଡାଉନ୍ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏହି ଅଭିନେତ୍ରୀ

କରୋନା ପାଇଁ ହୋଇଥିବା ଲକଡାଉନ୍ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି | ଏହାକୁ ଆହୁରି ବଢାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଟିଭି ତାରକା ଅଛନ୍ତି ଯେଉଁମାନେ…