ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ସର୍ଭିସ୍ ଅଭିଯାନର ଘୋଷଣା
ଭୁବନେଶ୍ୱର : ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଏହାର ସମସ୍ତ ଡିଲର୍ ନେଟ୍ୱର୍କରେ ଥିବା ଗ୍ରାହକମାନଙ୍କ ପାଇଁ ବିଏମଡବ୍ଲୁ ଏକ୍ସଟେଣ୍ଡେଡ୍ କେୟାର+ ସର୍ଭିସ୍ ଅଭିଯାନର ଘୋଷଣା କରାଯାଇଛି । ବିଏମଡବ୍ଲୁ ଗ୍ରାହକମାନେ ଏବେ ବ୍ୟାପକ ଆଫ୍ଟର୍ସେଲ୍ସ ସର୍ଭିସେସ୍, ପ୍ରି-ମନ୍ସୁନ୍ ଓ…
