Odia News Portal
Yearly Archives

2020

ପ୍ରବାସୀ ଶ୍ରମିକଙ୍କ ରେଳ ଭଡା ଦେବ କଂଗ୍ରେସ

ନୂଆଦିଲ୍ଲୀ() ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନେକ ପ୍ରବାସୀ ବାହାର ରାଜ୍ୟରେ ଫସି ରହିଛନ୍ତି । ଏନେଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବ କଂଗ୍ରେସ । ତାଙ୍କର ଗସ୍ତ ଖର୍ଚ୍ଚ ବହନ ନେଇ ନିଷ୍ପତ୍ତି…

ଭାରତର ବଜାର ପାଖରେ ବଡ ଶକ୍ତି ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର () ଉପସାଗରୀୟ ଦେଶ ସମୂହର ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡିଆ ସମାଜର ବ୍ୟକ୍ତିମାନଙ୍କ ସହ ରବିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ପରବର୍ତୀ ପରିସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର…

ଆଜିଠୁ ପଢ଼ିବେ ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ରାଜ୍ୟର ପଲିଟେକନିକ୍ ଓ ଆଇଟିଆଇଗୁଡିକରେ ପଢ଼ା ହୋଇପାରି ନଥିବା ବିଷୟଗୁଡିକ ଦୂରଦର୍ଶନ(ଡିଡି ଓଡ଼ିଆ)ରେ ପ୍ରସାରିତ ହେବ। ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ଲକ୍‌ଡାଉନ ପାଇଁ ପଲିଟେକନିକ୍ ଓ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ସକାଳୁ ସକାଳୁ ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ସମସ୍ୟାକୁ ସୁଧାରି ନେବେ କିନ୍ତୁ ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ପରିବହନ ତଥା…

ଏୟାରଟେଲ ଏକ୍ସଟ୍ରିମରେ ରେଟ୍ରୋ କଂଟେଟ ବ୍ୟବହାରକାରୀଙ୍କ ନୂଆ ପସନ୍ଦରେ ପରିଣତ ହୋଇଛି

ପ୍ରିମିୟମ ଡିଜିଟାଲ କଂଟେଟ ପାଇଁ ଉଦ୍ଦିଷ୍ଟ ଭାରତର ପ୍ରଥମ ଭିଡିଓ ନେଟୱକ,ର୍ ଏୟାରଟେଲ ଏକ୍ସଟ୍ରିମ୍ ଆପ୍‌ରେ ଅତୀତର ଆବେଗପୂର୍ଣ୍ଣ ସ୍ମୃତିଗୁଡ଼ିକ ସବୁଠାରୁ ବୃହତ ଟ୍ରେଣ୍ଡ ଭାବେ ଦେଖାଦେଉଛି । ଏୟାରଟେଲ ପକ୍ଷରୁ ଏହି ଲୋକପ୍ରିୟ ଆପ୍‌, ୪୦୦ରୁ ଉର୍ଦ୍ଧ୍ୱ ଟିଭି ଚ୍ୟାନେଲ ଏବଂ ୧୦,୦୦୦ରୁ ଅଧିକ…

ସବୁଠୁ ଧନୀ ମନ୍ଦିରରୁ ୧୩୦୦ କର୍ମଚାରୀଙ୍କୁ ବିଦା କଲା ଏହି ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ : କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ଦେଶର ସବୁ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଛି । କରୋନା ଭଗବାନଙ୍କ ମନ୍ଦିରକୁ ବି ଛାଡ଼ିନାହିଁ । ଏହାର ପ୍ରଭାବ ମନ୍ଦିର ଉପରେ ବି ପଡ଼ିଛି । ଆନ୍ଧ୍ରପ୍ରଦେଶରେ ଭଗବାନ ଭେଙ୍କଟେଶ୍ୱରଙ୍କ ତିରୁପତି ବାଲାଜି ମନ୍ଦିର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବନକର୍ମଚାରୀଙ୍କ ବିରୁଦ୍ଧରେ ଲାଗିଲା ଦଫା

ପୁରୀ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖୋଦ୍ ବନବିଭାଗର କର୍ମଚାରୀ ମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଫନୀକୁ ଏକ ବର୍ଷ ପୁରିବା ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ କରିବାକୁ ବାଲୁଖଣ୍ଡ ଯାଇଥିଲେ। ନେଚର କ୍ଯାମ୍ପରେ ବନକର୍ମଚାରୀ ମାନେ…

ରେଡ୍ ଜୋନରେ ରାଜଧାନୀ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ବିଭିନ୍ନ ଜିଲ୍ଲାକୁ ଜୋନରେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱର ସମେତ ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡ୍ ଜୋନରେ ରଖାଯାଇଛି । ସେହିପରି ୧୧ଟି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ସେଗୁଡିକ…

ପ୍ରବାସୀ ଓଡିଆଙ୍କ ଦାୟିତ୍ୱରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନଙ୍କୁ ଫେରାଇଆଣିବାରେ ଲାଗିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ୱ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ପ୍ରବାସୀ ଘରବାହୁଡା…

କଦଳୀ ବୋଝେଇ ଗାଡି ସହ ଟ୍ରକର ଧକ୍କା, ୨ମୃତ

ଯାଜପୁର : ୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା। ଫଳରେ ୨ଜଣଙ୍କର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ…