କୋଭିଡ୍-୧୯ ସମ୍ପର୍କିତ ପ୍ରସ୍ତୁତି ନେଇ ପ୍ରମୁଖ ଶାସନ ସଚିବଙ୍କ ସହ ଏନ୍ଏଚ୍ଏମ୍ ଆଲୋଚନା
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦୁଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱରେ ଥିବା କୋଭିଡ୍-୧୯ ପର୍ଯ୍ୟବେକ୍ଷକ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ…
