ବଡଧରଣର ଏନ୍କାଉଣ୍ଟରରେ ୫ ଯବାନ ସହିଦ୍, ୨ ଆତଙ୍କବାଦୀ ନିହତ
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ହିନ୍ଦଓ୍ଵାଡାରେ ବଡଧରଣର ଏନ୍କାଉଣ୍ଟର। ଆତଙ୍କବାଦୀଙ୍କ ଗୁଳିରେ ୨ ବରିଷ୍ଠ ଅଫିସରଙ୍କ ସମେତ ୫ ଜଣ ସହିଦ୍ ହୋଇଛନ୍ତି। ସେନାର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ଯବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା…
