Odia News Portal
Yearly Archives

2020

ମାନବିକତା ଦେଖାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

କଟକ()  ଆଜି ପୁଣି ମାନବିକତା ର ପରିଚୟ ଦେଖାଇଲେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ। ଆଜି ଜଣେ ମୃତ ବ୍ୟକ୍ତିଙ୍କ ଶବକୁ ମୟୁରଭଞ୍ଜ ର ବେତନଟୀ ଏବଂ ୬ ବର୍ଷର କ୍ୟାନ୍ସର ପୀଡିତ ଶିଶୁକୁ ରାୟଗଡା ଜିଲ୍ଲା ବିଷମ କଟକକୁ ନିଜସ୍ୱ ନିଷ୍ଲୁକ ଆମ୍ବୁଲାନ୍ସ ରେ ପଠାଇ…

କରୋନା ମୁକାବିଲାରେ ନବୀନ ମାର୍ଗଦର୍ଶକ

ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲାରେ ନବୀନ ଏକ ନମ୍ବର । କରୋନା ମୁକାବିଲାରେ ମଧ୍ୟ ନବୀନ ସାଜିଛନ୍ତି ମାର୍ଗଦର୍ଶକ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ ଶୈଳୀ ଏବେ ଦେଶର ଯୁବ ନେତାଙ୍କ ପାଇଁ ହୋଇଛି ପ୍ରେରଣା । ଏକଥା ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.…

ଭିନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭୁବନେଶ୍ବର : ବର୍ତ୍ତମାନ ସମୟରେ ବିପଦର ବନ୍ଧୁ ସାଜିଛନ୍ତି କରୋନା ଯୋଦ୍ଧା । ସାରା ଦେଶକୁ ଏହି ମହାମାରୀ ଭୁତାଣୁ ଦାଉରୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରିଦେଉଛନ୍ତି କରୋନା ଯୋଦ୍ଧା । ଏମାନେ ନିଜ ଦୁଃଖ କଷ୍ଟକୁ ଭୁଲି କିଭଳି ଦେଶକୁ ଏହି ମହାମାରୀରୁ ରକ୍ଷା ଲରାଯାଇପାରିବ ସେ ଦିଗରେ…

ଆମେ ଘରକୁ ଯିଵୁ : ସିମେଣ୍ଟ ମିକ୍ସରରେ ପଶିକରି ଆସୁଛନ୍ତି ଶ୍ରମିକ

ଇନ୍ଦୋର ମେ ୨- ଲକ୍‌ଡାଉନ୍‌ ବେଳେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । କେତକ ରାଜ୍ୟରୁ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟରୁ ଫେରୁଥିବା ନଜିର ରହିଛି । ଆଗରୁ କଣ୍ଟେନରମାନଙ୍କରେ ଶ୍ରମିକମାନେ ଫେରୁଥିବା ଖବର ମିଳିଥିବା ବେଳେ ଏବେ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନେ…

ଯାହା ବି କରୁଛନ୍ତି ଅନୁଶାସନ ସହ କରନ୍ତୁ

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ସବୁ ନୀତିକୁ ରାଜ୍ୟ ସରକାର ଆପଣେଇଛନ୍ତି । ଯାହା ବି କରନ୍ତୁ ମାନବିକତା ସହ କରନ୍ତୁ ବୋଲି ସେ କହିଛନ୍ତିି । ଯାହା ବି କରାଯିବ ମହତ୍ତର ଉଦ୍ଦେଶ୍ୟ ସହ କରାଯିବ । ଯାହା…

ପ୍ରଶାନ୍ତି ଵିହାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବର୍ତମାନର ସମୟରେ ରକ୍ତ ଅଭାବରୁ କେହି ଅସୁବିଧାରେ ନ ପଡନ୍ତୁ ଏଥି ପ୍ରତି ଦୃଷ୍ଟି ଦେଇ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରିଥିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଆଜି ସମାଜସେବୀ ମିହିର…

କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପକୁ ୟେଦିୟୁରପ୍ପାଙ୍କ ପ୍ରଶଂସା

ଭୁବନେଶ୍ୱର() ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । କରୋନା ମୁକାବିଲା…

ଓଡ଼ିଶା ଅଭିମୁଖେ ୩ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର() କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ରାଜ୍ୟ ବାହାରେ ବହୁ ଶ୍ରମିକ ଫସି ରହିଛନ୍ତିି । ସେମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ସେହିପରି ଆଜି ସୁରତ ଓ ଏର୍ଣ୍ଣାକୁଲମରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଓଡ଼ିଶା ଅଭିମୁଖେ…

ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଦୁଇ ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ଉଲ୍ଳେଖଯୋଗ୍ୟ ଯେ…

ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ

ଭୁବନେଶ୍ବର() ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ । କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ ବାଧ୍ୟ କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ଡାଇଲେସିସ, କେମୋ ସମେତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଟେଷ୍ଟ ପାଇଁ ବାଧ୍ୟ କରୁଥିବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ…