ସ୍ୱାସ୍ଥ୍ୟ ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ ନେଉଛନ୍ତି ନିଷ୍ପତି ?
ଭୁବନେଶ୍ୱର () ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଜି ରାଜ୍ୟ ରାଜଧାନୀରେ ନିଜର ବୟାନକୁ ନେଇ ବିଳିବିଳି ହୋଇଛନ୍ତି । ପ୍ରଥମେ ଗଣମାଧ୍ୟମକୁ ବୟାନ ଦେଲେ ଯେ ଲକଡାଉନ ଅବଧିକୁ ମାସେ ବୃଦ୍ଧି କରିବାକୁ ଦାବି ସେ ଦାବି କରିଛନ୍ତି । ଏକଥା ଯେତେବେଳେ ଗଣମାଧ୍ୟମରେ ପ୍ରଚାର ହେଲା, ଏହାର ମାତ୍ର କେହି…
