Odia News Portal
Yearly Archives

2020

ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ

ପୁରୀ() ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ତେବେ ନରେନ୍ଦ୍ର ପୁଷ୍କରଣୀରେ ଯାହା ହେଉଥିଲା ତାହା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ଭିତରେ ୨୧ ଦିନ…

ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପୂର୍ବତନ ବିଜେଡି ବିଧାୟକ

ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍‌ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା…

ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର

ଭୁବନେଶ୍ବର : ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର । ବରଗଡ ଅଞ୍ଚଳରୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ପରିଚୟ ଦେଇ ମାମଲାର ରଫାଦଫା କରିବାକୁ ଜଣେ ଯୁବତୀଙ୍କୁ ଫୋନ କରିଥିଲା ।

ଗ୍ୟାସ ଟ୍ୟାଙ୍କର ସହ ହାଇୱା ମୁହାଁମୁହିଁ ଧକ୍କା

ଭୁବନେଶ୍ବର : ଆଜି ଭୋର ସମୟରେ ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ନିକଟରେ ଭୁବନେଶ୍ୱର ପଟୁ ଗ୍ୟାସ ଟ୍ୟାଙ୍କର ଆସୁଥିବାବେଳେ ବିପରୀତ ଦିଗ ବ୍ରହ୍ମପୁର ଆସୁଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡି ଚାଳକ ଗୁରୁତର…

ରାଜ୍ୟ ସରକାରଙ୍କ ନିଷ୍ପତି ନ ଆସିବା ଯାଏ ବନ୍ଦ ରହିବ ଦୋକାନ

ଭୁବନେଶ୍ବର()  ଆଜିଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତକାଲି ଏନେଇ ବିଜ୍ଞପ୍ତି ଜାରି କରିବା ପରେ ଓଡିଶାରେ ଦୋକାନ ବଜାର ଖୋଲିବା ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି…

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ ମୁକାବିଲା ପାଇଁ ଜଗତଗୁରୁ…

ଭଦ୍ରକରେ ଆଉ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ : ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଧାମନଗର ଓ ତିହିଡ଼ି ବ୍ଲକର ୫ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା…

ମାତ୍ର ୬ ଦିନରେ କରୋନାକୁ ହରାଇଲା ୯ ମାସର ଶିଶୁ

ସାରା ଦୁନିଆକୁ ନିଜ ଅକ୍ତିଆରରେ କରିଛି କରୋନା। ଦିନକୁ ଦିନ ଏହି କିଲର ଭାଇରସ ତାର କାୟା ବିସ୍ତାର କରିଚାଲିଛି। କିନ୍ତୁ ଡେରାଡୁନର ରାଜକୀୟ ଟୁନ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ୯ ମାସର ଶିଶୁ ମାତ୍ର ୬ ଦିନରେ ହିଁ କରୋନାକୁ ମାତ ଦେବାରେ ସକ୍ଷମ ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ…

ଭାରତରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି

ଭୁବନେଶ୍ୱର () ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୦୬କୁ ବୃଦ୍ଧି, ୫ ହଜାର ୬୨ ସୁସ୍ଥ । ୧୮ ହଜାର ୬୬୮ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ, ୩୦୧ ମୃତ ଗୁଜରାଟରେ ୧୨୭, ମଧ୍ୟ ପ୍ରଦେଶରେ ୯୨,…

ଉଠା ଦୋକାନୀଙ୍କ ପାଇଁ ୧୯ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଏପ୍ରିଲ ୨୫ – କୋଭିଡ୍-୧୯ର ଲକ୍ ଡାଉନ୍ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟରେ ଥିବା ପ୍ରାୟ ୬୫୦୦୦ ଉଠା…