Odia News Portal
Yearly Archives

2020

୨୭ରେ ଜଣାପଡିବ ଗତି କୁଆଡେ?

ଭୁବନେଶ୍ୱର() ଓଡିଶା ଉପରେ ଏବେ ଆଉ ଏକ ବାତ୍ୟାର କଳାବାଦଳ । ଗତ ବର୍ଷ ଠିକ ଏହି ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି ହୋଇଥିଲା ରାସ୍ତା ଘାଟ ଠପ ତ ଅନ୍ଧାରରେ ଥିଲା ରାଜ୍ୟର ୯୦ ପ୍ରତିଶତ ଅଂଚଳ । ଲୋକେ ଏଯାଏ ଫନିକୁ…

ସଟଡାଉନରେ ପ୍ରେମ ପଡିଲା ମହଙ୍ଗା

ଚାନ୍ଦବାଲି : କରୋନା ମୁକାବିଲା ପାଇଁ ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଭଦ୍ରକରୁ ଏକ ଆଚମ୍ବିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଧୂଷୁରୀ ଅଞ୍ଚଳରେ ଦୁଇଜଣ ପ୍ରେମୀଯୁଗଳ ଏକ ସ୍କୁଟି ଯୋଗେ ବଜାରରେ ବୁଲୁଥିଲେ। ଯାହାକୁ ଦେଖି ଆରଡ଼ି ଫାଣ୍ଡି…

୧୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ଗତକାଲି ସାରା ରାଜ୍ୟରେ ତାଣ୍ଡବ କରିଛି କାଳବୈଶାଖୀ । ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜାଗାରେ ଘର ଛପର ଉଡ଼ି ଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି ଏବଂ ଟେଲିଫୋନ୍‌ ଟାଓ୍ଵାର ମଧ୍ୟ ଭାଙ୍ଗିଛି । ଆଜି ଦିନ ତମାମ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ,କଥା କଟାକଟି ଜନନିତ ମତାନ୍ତରର ଆଶଙ୍କା ରହିଛି । ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ର ପାଇଁ କୈାଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ସାମାଜିକ ସ୍ତରରେ ପାଖ ପଡୋଶୀ ମାନେ ଆପଣଙ୍କ…

ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ

ପୁରୀ() ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ ଚନ୍ଦନଯାତ୍ରା । ମେଘନାଦ ପାଚେରି ଭିତରେ ସବୁ ବିଧି ରକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମେ ୩ଯାଏ…

ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି

ସୁବର୍ଣ୍ଣପୁର : ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଭଳି ଏକ ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାନିକରାସିରା ଗାଁରେ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇବଖରା ଘର ସଂପୂର୍ଣ୍ଣ ଭୁଷୁଡି ପଡିଛି । ଘଟଣା…

ଚନ୍ଦ୍ରଗିରିରେ ରହୁଥିବା ତିବତିଆନମାନଙ୍କୁ ସହାୟତାର ହାତ ବଢ଼ାଇଲା କିଟ୍ ଓ କିସ୍

ଭୁବନେଶ୍ବର : ଲକଡାଉନ ସମୟରେ କେହି ଗରିବ ଅସହାୟ କିମ୍ବା ବୁଲା ପଶୁ ଭୋକିଲା ନରହୁ ଏଥିପାଇଁ କିଟ୍ ଓ କିସ୍  ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି। କିଭଳି ଭାବରେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଉପବାସରେ ନ ରହୁ ସେଥିପାଇଁ କିଟ୍ ଓ କିସ୍ ର କର୍ମକର୍ତ୍ତାଙ୍କ…

“ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଲକଡାଉନ ସମୟରେ ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଇଛନ୍ତି ସୃଜନଶୀଳ ପଦକ୍ଷେପ । ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀଙ୍କୁ କାମରେ ନିଯୋଜିତ ରଖିବା ପାଇଁ ସରକାରସରକାର ଟ୍ୱିଟ୍‍ କରି ଜଣାଇଛନ୍ତି । କ୍ରୀଡା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ମୋ…

ମେ ୩ରେ ପରେ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ୱର() ରଥଯାତ୍ରା ଓ ଚନ୍ଦନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ମନ୍ଦିର ବାହାରେ ପର୍ବ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । ସରକାରୀ ନିୟମକୁ ଶ୍ରୀମନ୍ଦିର…

୩ଟି କଥା ଉପରେ ଗୁରୁତ୍ୱ ଦିଅନ୍ତୁ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ୩ଟି କଥା ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ । ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧୦ପ୍ରତିଶତ ବୟସ୍କ ନାଗରିକ । ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ…