ଲକ୍ଡାଉନ୍ ସରିଗଲା ଭାବି ରୁଣ୍ଡ ହେଲେ ଲୋକ
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ୨ଥର ପାଇଁ ଲକ୍ଡାଉନ୍ ସମୟସୀମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏହି ଲକ୍ଡାଉନ୍ ଆଗାମୀ ମଇ ମାସ ୩ ତାରିଖ ଯାଏ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ସଭିଏଁ ଏହାଦ୍ୱାରା ଅସୁବିଧା ଭୋଗ କରୁଥିଲେ…
