Odia News Portal
Yearly Archives

2020

ରାଜ୍ୟରେ ଆହୁରି ବଢ଼ିବ ପାରଦ

ଭୁବନେଶ୍ୱର : ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଟିଟିଲାଗଡ଼ ସହ ତତଲାଗଡ଼ ପାଲଟିଛି ଭୁବନେଶ୍ୱର ସହର । ଗତକାଲି ଏହି ଦୁଇ ସହରରେ ସର୍ବାଧିକ ତାପମାତ୍ରା ୪୧ ଦଶମିକ ୫ ଡିଗ୍ରୀ ସେଲସୟିସ୍‌ ରେକର୍ଡ…

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ

ଭୁବନେଶ୍ୱର : ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ…

ଦେଶର ଲକ୍ ଡ଼ାଉନ ଅବଧି ବୃଦ୍ଧ

ନୂଆଦିଲ୍ଲୀ ()କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଦେଶରେ ଥିବା ଲକ୍ ଡ଼ାଉନ ଅବଧିକୁ ବୃଦ୍ଧ କରିଛନ୍ତି । ମେ ୩ ଯାଏଁ ଦେଶ ଲକ୍ ଡାଉନ ରହିବ । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏହାସହ ସେ…

ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ, କୌଣସି କାମ ଅଟକି ରହିବନାହିଁ। ଭଟ୍ଟା ପଡିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡି ହୋଇଯିବ। ଆର୍ଥିକ ଦିଗଟି ଭଲ ରହିବା…

ଆଜିଠୁ ଶ୍ରୀମନ୍ଦିରରେ ନୂତନ ପାଞ୍ଜି ପ୍ରଚଳନ

ପୁରୀ : ଶ୍ରୀମନ୍ଦିରରେ ମେଷ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ସକାଳ ଧୂପ ପଣା ସଂକ୍ରାନ୍ତି ନୀତି ସମ୍ପନ୍ନ କରାଯାଇଛି। ଓଡ଼ିଆ ନବବର୍ଷର ପ୍ରଥମ ଦିନ ଏବଂ ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି।  ଦୋଳ …

ପାଇକ ମହାସଂଘର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳନ

ଭୁବନେଶ୍ୱର : ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା…

କୋଭିଡ୍‌-୧୯ ଚେନ୍‌କୁ ଭାଙ୍ଗିବା ପାଇଁ ଏୟାରଟେଲ୍ ଓ ଆପୋଲୋ ହସ୍ପିଟାଲ ଗ୍ରୁପ୍ ସହବନ୍ଧିତ

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତର ଲଢେଇରେ ସହଯୋଗ କରିବା ପାଇଁ ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଆଜି ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍‌ର ଡିଜିଟାଲ ବିଜ୍‌ନେସ୍ ୟୁନିଟ୍ ଆପୋଲୋ ୨୪/୭ ସହ ଏକ ସ୍ୱତନ୍ତ୍ର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସହଭାଗିତା…

ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହ ରାମାୟଣ ଦେଖିଲେ କୃଷିମନ୍ତ୍ରୀ

ନୟାଗଡ଼() ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଗ୍ରସ୍ତରେ ଆସି ସ୍ଥାନୀୟ ଜରାଶ୍ରମ ସମର୍ପଣ ଅନ୍ତେବାସୀଙ୍କ ସହ ସମୟ ବିତାଇଛନ୍ତି । କରୋନା କଟକଣା ସମୟରେ ସେମାନଙ୍କର ଭଲମନ୍ଦ…

କରୋନା ମୁକାବିଲା ନେଇ ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କଲା ଜିନ୍ଦଲ

ଭୂବନେଶ୍ୱର() କୋଭିଡ-୧୯ମୁକାବିଲା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ଓଡିଶାର ତିନି ଜିଲ୍ଲାରେ ତାର କାରଖାନା କିମ୍ବା ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ…