କରୋନା ମୃତକଙ୍କ ଶବ ସତ୍କାର କରିବେ ରାଜ୍ୟ ସରକାର
ଭୁବନେଶ୍ୱର : ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ମୁକାବିଲା କରିବା ପାଇଁ ୩୦୦ଜଣ ଡାକ୍ତର ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଛନ୍ତି । ୧୦୪ଜଣ ନମ୍ବରକୁ ଅଧିକ ପ୍ରଭାବୀ କରିବାକୂ ଚେଷ୍ଟା କରାଯାଉଛି । ୧୦୪…
