Odia News Portal
Yearly Archives

2020

ଏହି ଷ୍ଟାର ଅଭିନେତ୍ରୀ କରୋନା ଭାଇରସର ଶିକାର

ଟମ ହାଂକସଙ୍କ ପରେ ଏବେ ଆଉ ଜଣେ ହଲିଉଡ ସେଲିବ୍ରିଟି କରୋନା ଭାଇରସର ଶିକାର ହୋଇଛନ୍ତି। ଜେମ୍ସ ବଣ୍ଡଙ୍କ ‘କ୍ୱାଣ୍ଟମ ଅଫ ସୋଲେସ’ ରେ ନଜର ଆସିଥିବା ଓଲଗା କୁରିଲେଙ୍କ ଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅଭିନେତ୍ରୀ ଜଣକ ନିଜେ ଇନଷ୍ଟାଗ୍ରାମ ପେଜରେ ନିଜ ରୋଗ ବିଷୟରେ ସୂଚନା…

୨୨କେଜି ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି : ୨୨କେଜି ଗଞ୍ଜେଇ ସହ ହୁଣ୍ଡାଇ କାର ଜବତ, ଦୁଇ ବ୍ୟବସାୟୀ ଗିରଫ ।ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ ସୁଲୁମାହା ଘାଟିରେ ହୁଣ୍ଡାଇ କାରକୁ ଅଟକାଇ ଥିଲା।  ହେଲେ ସେତିକିବେଳେ ଡ୍ରାଇଭର ଗାଡି ଛାଡି ଜଙ୍ଗଲକୁ ଦୌଡି ଚାଲିଯାଇଥିଲା କିନ୍ତୁ ଘଟଣା…

ଏହି ଠାରେ ସ୍ଥାପିତ ହେଲା ଦେଶର ସବୁଠାରୁ ବଡ଼ ଅଶୋକ ଚକ୍ର

ହରିୟାଣା ଯମୁନା ନଗରର ଟୋପରାକଲା ଗାଁରେ ଗତବର୍ଷ ଜାନୁଆରୀରେ ଲୁହାର ଧର୍ମଚକ୍ର ସ୍ଥାପିତ କରାଯାଇଥିଲା। ଏବେ ଏହା ‘ଲିମିକା ବୁକ ଅଫ ରେକର୍ଡ’ ରେ ସ୍ଥାନ ପାଇଛି। ଏହାକୁ ଦେଶର ସବୁଠାରୁ ବଡ଼ ଧର୍ମଚକ୍ର ରୂପେ ସାର୍ଟିଫିକେଟ ମିଳିଛି। ୬ ଟନ ଓଜନର ଏହି ଧର୍ମଚକ୍ର ବ୍ୟାସ ହେଉଛି ୩୦ ଫୁଟ। ଏଥିରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଓଡିଆଙ୍କ ଜୀବନ

ପଶ୍ଚିମବଙ୍ଗ ସିଲିଗୁଡିରେ କାଲିଙ୍ଗପଙ୍ଗ ପୋଲିସ ଷ୍ଟେସନ ନିକଟରେ ବଡ ଧରଣର ଦୁର୍ଘଟଣା । ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ସେମାନେ ଏକ ଟାଟା ସୋମୋରେ ଯାଉଥିବା ବେଳେ ଗାଡିଟି ୧୦୦ ଫୁଟ ତଳକୁ ଖସିପଡିଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି । ସେମାନେ…

ଏହି ଫିଲ୍ମ ସହ ରହିଛି କରୋନାର ସମ୍ପର୍କ, ଦେଖନ୍ତୁ ଭିଡିଓ

ମୁମ୍ବାଇ()  ହଲିଉଡ୍ ଫିଲ୍ମ ‘କନ୍ଟାଜିୟନ୍’କୁ କରୋନା ସହ ଯୋଡ଼ାଯାଉଛି। ଆଉ ଏହାର କାରଣ ହେଲା ବର୍ତ୍ତମାନ ସମୟରେ କରୋନା ଭୂତାଣୁ ଯେପରି ସାରା ବିଶ୍ୱରେ ମହାମାରୀ ହୋଇ ବ୍ୟାପୁଛି, ସମାନ କାହାଣୀ ୨୦୧୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମଟି ପୁଣି…

୧୬୨ଟି ଦେଶକୁ କରୋନା ବ୍ୟାପିଛି

ଭୁବନେଶ୍ୱର() କରୋନା ନେଇ ଗତ ଦୁଇ ଦିନ ପରି ଆଜି ମଧ୍ୟ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ କରି ୨୪ଘଣ୍ଟାର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଆଜି ସୁଦ୍ଧା ୧୬୨ଟି ଦେଶକୁ କରୋନା ବ୍ୟାପିଛି । କରୋନାରେ ବିଶ୍ୱରେ ୧,୮୩,୧୧୬ ଜଣ ଲୋକ ଆକ୍ରାନ୍ତ ଅଛନ୍ତି । ଭାରତରେ ୧୨୬ଜଣ…

ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର

ପୁରୀ () ୨ ଦିନରେ ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ପାଇଁ ଆଗାମୀ ୨ ଦିନ ଭିତରେ ସବୁ ପର୍ୟ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ହୋଟେଲ ଖାଲି କରିବା ପାଇଁ ପର୍ୟ୍ୟଟକଙ୍କୁ କୁହାଯାଇଛି । ଆଗୁଆ ହୋଟେଲ…

ହୋମ୍ କ୍ୱାରେଣ୍ଟାଇନରେ ଆଇଏଏସ ଭିନିଲକ୍ରିଷ୍ନା

ଭୁବନେଶ୍ୱର() ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଲେ ଆଇଏଏସ ଆର ଭିନିଲକ୍ରିଷ୍ନା । ଆଜି ସେ ବିଦେଶରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ନା ସୂଚନା ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି, ବିଦେଶରୁ ଫେରି ସରକାରଙ୍କ ୱେବସାଇଟରେ…

ହୋମ୍ କ୍ୱାରେଣ୍ଟାଇନରେ ପୁରୀ ଗଜପତି

ଭୁବନେଶ୍ୱର() ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ…

ଅନ୍ତର୍ଜାତୀୟ ସ୍ତରରେ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର() ବିଶ୍ବ ସାମ୍ନାରେ ନୂଆ ବିପର୍ୟ୍ୟୟ ଭାବେ ‘କରୋନା’ ଉଭା ହୋଇଛି। ଏହାକୁ ନେଇ ଏବେ ବିଶ୍ବର ୧୫୦ରୁ ଅଧିକ ଦେଶରେ ଲୋକେ ଆତଙ୍କିତ ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲାଣି। ଏମିତିସ୍ଥଳେ ଏହି ଭୂତାଣୁ ଓଡ଼ିଶାରେ ବିଳମ୍ବରେ ପ୍ରବେଶ କରିବା ଘଟଣା ନିଶ୍ଚିତ ଭାବେ ଏକ…