Odia News Portal
Yearly Archives

2020

ଆଇଟି ଫାର୍ମ ପାଇଁ କରୋନା ସତର୍କତା

ଭୁବନେଶ୍ୱର()  ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି…

୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା

ଭୁବନେଶ୍ୱର() ଭତ୍ତା ମିଳୁଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା ।  କରୋନା ପାଇଁ ଅଗ୍ରୀମ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ, ମେ,ଜୁନ୍ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦେବେ ସରକାର ।…

ଝିଅଙ୍କୁ କରୋନା ସହ ତୁଳନା କରି ଅଡୁଆରେ କଣ୍ଠଶିଳ୍ପୀ

ଭୁବନେଶ୍ୱର() ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ଚାଇନାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍। ଭାରତରେ ମଧ୍ୟ ୧୨୫ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ବେଳେ ଓଡିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭାଇରସ୍ ପାଇଁ ସାରା ଓଡ଼ିଶା ଭୟରେ ଥିବା…

ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି

ଭୁବନେଶ୍ୱର() ଏଣିକି ୪ ଟା ଯାଏଁ ଖୋଲା ରହିବା ଆହାର କେନ୍ଦ୍ର । ଦିନ ୧୦ ଟାରୁ ଅପରାହ୍ନ ୪ ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ ନିୟନ୍ତ୍ରଣ ପାଇଁ ଏହି ପଦୃକ୍ଷେପ ନିଆଯାଇଛି । ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା…

ନୌବାହିନୀରେ ମହିଳା ସ୍ଥାୟୀ କମିଶନ

ନୂଆଦିଲ୍ଲୀ() ନୌବାହିନୀରେ ମହିଳା ସ୍ଥାୟୀ କମିଶନ ସପକ୍ଷରେ ସୁପି୍ରମକୋର୍ଟ ରାୟ ଶୁଣାଇଛନ୍ତି । ପୁରୁଷଙ୍କ ସହ ସମକକ୍ଷ ଭାବେ ମହିଳା ଜଳଯାତ୍ରା କରିବାକୁ ସକ୍ଷମ । ସ୍ଥାୟୀ କମିଶନ ନିଯୁକ୍ତିରେ ଭେଦ ଭାବ ରହିବା ଅନୁଚିତ ବୋଲି କହିଛନ୍ତି ସୁପି୍ରମକୋର୍ଟ ।

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି

ନୁଆଦିଲ୍ଲୀ () ଭାରତରେ କରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୬୪ ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଜୀବନ ହରାଇଛନ୍ତି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି । ବେସରକାରୀ ଭାବେ ଏହି ସଂଖ୍ୟା ୧୩୧ ବୋଲି କୁହାଯାଉଛି । ମହାରାଷ୍ଟ୍ରରେ ସର୍ବାଧିକ…

ରାଜ୍ୟର ଏହି ସପିଂ ମଲକୁ ୫୦ ହଜାର ଫାଇନ୍

ସମ୍ବଲପୁର()  ସମ୍ବଲପୁର ସ୍ଥିତ ଆନନ୍ଦ ସୁପର ବଜାର ବିରୋଧରେ ୫୦ ହଜାର ଟଙ୍କାର ଜରିମାନା କରିଛି ପ୍ରଶାସନ । ସୋମବାର ସଂଧ୍ୟାରେ ଏହି ମଲର ଖୋଲା ଥିବାରୁ ଏହି ଫାଇନ୍ କରାଯାଇଛି । ପୂର୍ବରୁ କରୋନା ପାଇଁ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିଲା । କରୋନାକୁ ସତର୍କତା ପଦକ୍ଷେପ ମୂଳକ ସ୍କୁଲ,…

କ୍ୟାପିଟାଲ ହସ୍ପିଟାଲରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା

ଭୁବନେଶ୍ୱର : ରାଜଧାନୀରେ ପ୍ରଥମ କରୋନା ଚିହ୍ନଟ ହେବାପରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ଚିକିତ୍ସା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କରୋନା ନାଁ ଶୁଣି ସାଧାରଣ ଲୋକେ ଡରୁଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ କିନ୍ତୁ ବୀର ସୈନିକଙ୍କ…

ରାଜ୍ୟରେ କେବେ ନିଯୁକ୍ତ ହେବେ ନିୟମିତ ଡ୍ରଗ୍ସ କଣ୍ଟ୍ରୋଲର ?

ଭୁବନେଶ୍ୱର : ରାଜ୍ୟ ସରକାର ଏବେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା କରୁଛନ୍ତି । ଏହାର ମୁକାବିଲା ପାଇଁ ଅତି ଆବଶ୍ୟକ ଥିବା ମାସ୍କ ଓ ସାନିଟାଇଜର ବଜାରରୁ ଉଭାନ ହୋଇଥିବାବେଳେ ଏଥିପାଇଁ ଔଷଧ ଦୋକାନ ଗୁଡିକ ଉପରେ ଚଢଉ ଲାଗି କୁହାଯାଇଛି । ତେବେ ରାଜ୍ୟରେ ଏଭଳି ବିପର୍ଯ୍ୟୟ ସ୍ଥିତିରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରାଶିର ଶୁକ୍ର ହେତୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବନାହିଁ। ସାହିତ୍ୟ,…