Odia News Portal
Yearly Archives

2020

ଏଣିକି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ହାଟ

ଭୁବନେଶ୍ୱର() ଏଣିକି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ବିଏମସି ପରିସରରେ ଥିବା ସବୁ ହାଟ । ସେହିପରି ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲୁ ରହିବ ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହେଲା ଏହି କଟକଣା । ତେବେ କରୋନାକୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତି ଦିଆଯାଇଛି ।…

କରୋନାକୁ ନେଇ ଉଚିତ ମତାମତ ଦେଲେ ମିଳିବ ଲକ୍ଷେ ୭୫ ହଜାର

ନୂଆଦିଲ୍ଲୀ() ବିଶ୍ୱରେ ଏବେ କରୋନା ଭୂତାଣୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ କହିଛନ୍ତି ଚିନ୍ତାରେ । ଏହା ଭିତରେ କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି…

ଭାରତରେ ୧୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ଭାରତରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୪୭କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତ ସଂଖ୍ୟା । ଏଥିମଧ୍ୟରୁ ୧୨୨ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ଅଛନ୍ତି । ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା…

ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ

ଭୁବନେଶ୍ୱର() ବିଦେଶରୁ ଫେରିଥିଲେ ପହଁଚିବାର ୨୪ ଘଂଟା ମଧ୍ୟରେ ବାଧ୍ୟତାମୂଳକ ଭାବେ ଟ୍ରୋଲ ଫ୍ରି ନମ୍ବର ୧୦୪ କିମ୍ବା ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ସହଯୋଗ ହିଁ ନିଜ ପରିବାର ଓ ଓଡିଶାକୁ…

କରୋନା ଭୟରେ ଗାଁ ମୁହାଁ ରାଜଧାନୀ ବାସୀ

ଭୁବନେଶ୍ୱର : କରୋନାକୁ ନେଇ ସରକାର ଲୋକଙ୍କୁ ସର୍ତକ କରିଚାଲିଥିବାବେଳେ ରାଜଧାନୀର ଅନେକ ଲୋକ ଏବେ ଗାଁ ମୁହାଁ ହୋଇଛନ୍ତି । ରାଜଧାନୀ ଛାଡି ଗାଁ ପଳାଉଥିବା ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗାଁକୁ ଯିବାପାଇଁ ଲୋକେ ବ୍ୟାକୁଳ ହେଉଥିବାବେଳେ ଯେଉଁମାନେ ଗାଁକୁ ଯାଇଛନ୍ତି ସେମାନେ ଫେରିବାକୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଷଷ୍ଠାଧିପ ବୁଧ ଯୋଗୁ ପିଲାଙ୍କ ସ୍ବାସ୍ଥ୍ୟ, ବନ୍ଧୁଙ୍କ କାରନାମା, ଋଣଦାତାଙ୍କ ଭାଷଣବାଜିରୁ ଚିନ୍ତିତ ରହିବେ । ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଅସୁବିଧା ମଧ୍ୟରେ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ…

ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ୍‌ ମିଡିଆରେ ଅପପ୍ରଚାର : ୪ ଗିରଫ

କେନ୍ଦ୍ରାପଡ଼ା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରୋନା ନେଇ ସୋସିଆଲ୍‌ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ାରେ ୪ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ସେମାନେ ଗୁଜବ ସୃଷ୍ଟି କରିଥିଲେ ।…

୨୫ବର୍ଷ ପରେ ମନ କଥା ଖୋଲି କହିଲେ ଜୁହି ଚାୱଲା

ମୁମ୍ବାଇ : ଅଭିନେତ୍ରୀ ଜୁହି ଚାୱଲା ନିଜର ଚୁଲବୁଲି ଅନ୍ଦାଜ ପାଇଁ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ। ଯେତେବେଳେ ଜୁହି ଚାୱଲାଙ୍କ କ୍ୟାରିୟର ଉଚ୍ଚରେ ଥିଲା ଅର୍ଥାତ୍ ୧୯୯୫ରେ ଜୟ ମେହେଟ୍ଟାଙ୍କ ସହ ବିବାହ ବନ୍ଧନରେ ସେ ବାନ୍ଧି ହୋଇଥିଲେ। ଜୁହି ଚାୱଲା ଳୁଚିଛପି ବିବାହ…

ନାବାଳିକା ବିବାହ ପଣ୍ଡ କଲା ଚାଇଲଡ଼ ଲାଇନ

ବ୍ରଜରାଜନଗର : ନାବାଳିକା ବିବାହ ପଣ୍ଡ କଲା ଚାଇଲଡ଼ ଲାଇନ। ବ୍ରଜରାଜନଗର ସ୍ଥିତ ରାମଚଣ୍ଡୀ ମନ୍ଦିର ରେ ବିବାହ କରିବା ପାଇଁ ପହଁଚିଲା ବେଳେ ପ୍ରଶାସନ କାବୁ କଲା ନାବାଳିକା ଓ ବିବାହ ପାଇଁ ଆସିଥିବା ନାବାଳକ ବରକୁ। ଉଭୟଙ୍କୁ ଆଣି ସିଡବ୍ଲୁସିରେ ଉପସ୍ଥାପନ କରାଇବା ପରେ ଉଭୟଙ୍କୁ ଓପନ ସେଲଟର…

ଏହି କେନ୍ଦ୍ରମନ୍ତ୍ରୀଙ୍କୁ କରୋନା ହେବା ନେଇ ଆଶଙ୍କା !

ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ବି.ମୂରଲୀଧରନ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ଆଶଙ୍କା କରି ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ କରୋନାର ଭୟବହତାକୁ ଦେଖି ସେ ଏଭଳି ପଦକ୍ଷେପ…