ଏହି ସର୍ତ୍ତ ରହିଲେ ମୁଁ ଫିଲ୍ମରେ ଅଭିନୟ କରିବାକୁ ରାଜି
ମୁମ୍ବାଇ : କେବେ ଦିନେ ସେ ଥିଲେ ଇଣ୍ଡିଆନ ଆଇଡ଼ଲ ପ୍ରତିଯୋଗୀ । ଆଜି ସେ ବଲିଉଡ ଜଗତର ଜଣେ ନାମୀ ଗାୟିକା । ଆମେ କହୁଛୁ ବଲିଉଡର ଚୁଲବୁଲି ଗାୟିକା ନେହା କକ୍କଡଙ୍କ ସମ୍ପର୍କରେ । ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କ ଡିମାଣ୍ଡ ବହୁତ ବେଶୀ । ତାଙ୍କ ଗୀତଗୁଡିକ ପ୍ରଶଂସକଙ୍କ ମନ କିଣିବା…
