Odia News Portal
Yearly Archives

2020

ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି

ନୂଆଦିଲ୍ଲୀ () ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୟେସ୍ ବ୍ୟାଙ୍କ ସ୍ଥିତି ବାବଦରେ ସାମ୍ବାଦିକ ସମ୍ମିଳନୀ କରି  ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟାରେ ଏହି କଟକଣା ହଟାଯିବ । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି। ଟଙ୍କା ଉଠାଣ ପାଇଁ ଲୋକେ ବ୍ୟସ୍ତ ନ ହେବାକୁ…

ଏତିକି ଲୋକଙ୍କ ସସ୍ପର୍ଶରେ ଆସିଛନ୍ତି ଓଡ଼ିଶାରେ ଚିହ୍ନଟ କରୋନା ରୋଗୀ

ଭୁବନେଶ୍ୱର() ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ  ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୨୯ ଜଣ ଆସିଛନ୍ତି। ସଂପୃକ୍ତ ୫୩ ଜଣଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ଟ୍ରେନ୍ରେ ଆସିବା ବେଳେ ସେ ୭୬ ଜଣଙ୍କ ସଂପର୍କରେ ଆସିଛନ୍ତି। ସର୍ବମୋଟ ୧୨୯ ଜଣଙ୍କ ସଂସ୍ପର୍ଷରେ ସେ ଆସିଛନ୍ତି।…

ICJର ଦ୍ୱାରସ୍ତ ହେଲେ ନିର୍ଭୟା ୩ ଦୋଷୀ

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀଙ୍କ ଆଉ ଏକ ଚାଲ । ନିର୍ଭୟା ୩ ଦୋଷୀ ଅକ୍ଷୟ, ପବନ, ବିନୟ  ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେର ଦ୍ୱାରସ୍ତ ହୋଇଛନ୍ତି ଏହି ୩ ଦୋଷୀ । ସୂଚନା ଅନୁସାରେ, ସମସ୍ତ ୪ ଦୋଷୀଙ୍କୁ ୨୦ ତାରିଖ ସକାଳ ୫ରେ  …

କାହିଁକି ଅନାମିକା ଆଙ୍ଗୁଠିରେ ନିର୍ବନ୍ଧ ମୁଦି ପିନ୍ଧାଯାଏ

ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି। ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ବହୁ ଖାସ୍ ହୋଇଥାଏ। ହିନ୍ଦୁ ଧର୍ମାନୁଯାୟୀ,…

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କିନ୍ତୁ ରାତିରେ ସିଟି ମାରିବା ଆଦୌ ଭଲ ନୁହେଁ ବୋଲି କୁହାଯାଏ। ଅନେକ ଲୋକଙ୍କର ବିଶ୍ୱାସ…

ପଂଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର() କରୋନା ପାଇଁ ପଂଚାୟତ ଉପନିର୍ବାଚନ ସ୍ଥଗିତ ହୋଇଛି । ଆସନ୍ତା ୨୪ରେ ହେବାକୁ ଥିବା ଉପନିର୍ବାଚନ ସ୍ଥଗିିତ ହୋଇଛି । ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେବାର ଥିଲା । ଏହାସହ ୬ ସରପଂଚ, ୮ ସମିତି ସଭ୍ୟ, ୮୪ ୱାର୍ଡ ସଭ୍ୟ ନିର୍ବାଚନ ହୋଇଥାନ୍ତା । ହେଲେ ଏବେ…

କମଲନାଥଙ୍କୁ ବଞ୍ଚାଇଦେଲା କରୋନା

ଭୋପାଳ()  କରୋନା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଏବେ ଆଶ୍ୱସ୍ତି ମିଳିଛି । ଆସନ୍ତା ୨୬ ତାରିଖ ଯାଏଁ ବନ୍ଦ ରହିଲା ବିଧାନସଭା । ଆଜି ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ବିଧାନସଭାକୁ ୨୬…

କରୋନା ପାଇଁ ୧୪୪ ଧାରା ଜାରି

ଯାଜପୁର() କରୋନା ପାଇଁ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ଏକାଠି ହୋଇପାରିବେ ନାହିଁ ୫ରୁ ଅଧିକ ଲୋକ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଜିଲ୍ଲା ଭିତରକୁ ବାହାର…

ଗଣମାଧ୍ୟମ ସତର୍କ ରୁହ

ଭୁବନେଶ୍ୱର()  ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କରିଛନ୍ତି । ଏହାସହ ସେ କହିଛନ୍ତି ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ । ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ ନକରିବାକୁ ପରାମର୍ଶ ଦେଇଛନ୍ତି ।…

ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର() ୧୮ ତାରିଖରୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ସେହିପରି ୧୯ ତାରିଖରେ ବି ବର୍ଷା ଜାରି ରହିବ ଓ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…