ପ୍ରଥମେ ହାତ ଧୁଅ ତାପରେ ଥାନାରେ ପସ
କଟକ : ବର୍ତ୍ତମାନ କରୋନା କୁ ରାଜ୍ୟ ସରକାର ମହା ବିପତ୍ତି ଘୋଷଣା କରିବା ପରେ ସମସ୍ତେ ତତ୍ପର ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ମଧ୍ୟ ବେଶ ତତ୍ପର ହୋଇଯାଇଛି।
ଥାନାରେ ପଶିବା ପୂର୍ବରୁ ହାତ ଧୋଇଲେ ଉଭୟ କର୍ମଚାରୀ ଓ ସାଧାରଣ ଲୋକ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି…
