ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ
ବ୍ରହ୍ମପୁର ରେଳ ଷ୍ଟେସନରୁ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ । ୧ ହଜାର ୬ ଜଣ ବରିଷ୍ଠ ନାଗରିକ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରାରେ ବାହାରିଛନ୍ତି । ପଯ୍ୟର୍ଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଦକ୍ଷିଣ ଓଡିଶା…
