ଗୁଗୁଲ ଆଣିଲା ଓଡିଆ ୟୂଜର୍ସଙ୍କ ପାଇଁ ଖୁସିଖବର
ନୂଆଦିଲ୍ଲୀ : ଗୁଗୁଲ ଆଣିଦେଇଛି ଓଡିଆ ୟୂଜର୍ସଙ୍କ ପାଇଁ ଖୁସିଖବର। ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ଏବେ ଯୂଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶଦ୍ଧକୁ ଓଡିଆରେ ଅନୁବାଦ କରିପରିବେ। କେବଳ ହିନ୍ଦୀ ଓ ଇଂରାଜୀ ନୁହେଁ ଅନ୍ୟ ଭାଷାକୁ ମଧ୍ୟ ଓଡିଆରେ ଅନୁବାଦ କରିହେବ ବୋଲି ଜଣା ପଡିଛି।…
