ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ
କଟକ : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ। ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କୁ ଗିରଫ କରିଛି ।
୪ ଜଣଙ୍କ ପିଲାଙ୍କ ପାଇଁ ଏଲ୍ଆଇସି…
