ଦୁଃଖରେ ଶେୟାର କଲେ ଏଭଳି ଭାବପୂର୍ଣ୍ଣ ମେସେଜ
ଭାରତୀୟ କ୍ୟାପ୍ଟେନ ବିରାଟ କୋହଲି ବର୍ତ୍ତମାନ ଟିମ୍ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍ରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ। କିନ୍ତୁ ଏବେ ସେ ନିଜ କାମ ପାଇଁ ମୁମ୍ବାଇ ଫେରିଆସିଛନ୍ତି। ଏହାରି ଭିତରେ ଅନୁଷ୍କା, ବିରାଟଙ୍କ ପାଖକୁ ଏକ…
