Odia News Portal
Yearly Archives

2020

ଏଣିକି ପ୍ରତିଦିନ ଦୁଇ ଥର ପ୍ରାର୍ଥନା

ଭୁବନେଶ୍ୱର()  ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି। ତେବେ ଗୁରୁବାରଠାରୁ ଅପରାହ୍ନ ୪ଟାରେ…

ଦାଗୀ ନେତାଙ୍କ ତାଲିକା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ () ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଣିକି ସମସ୍ତ ରାଜନୈତିକ ଦଳ ନିଜ ନିଜର ପାର୍ଥୀଙ୍କ ଅପରାଧିକ ତଥ୍ୟ ୱେବସାଇଟରେ ଅପଲୋଡ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ତୁରନ୍ତ ସମସ୍ତ ଦାଗୀ ନେତାଙ୍କ ତାଲିକା ଦିଅ । ଅପରାଧିକ ସୂଚନାକୁ…

ଏଣିକି ଆମ୍ବୁଲାନ୍ସ ଅଟକାଇଲେ ୧୦ ହଜାର ଜରିମାନା

ଭୁବନେଶ୍ୱର()  ଏଣିକି ସଂଶୋଧିତ ମୋଟର ଯାନ ଆଇନରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନକୁ କଡ଼ାକଡ଼ି ପାଳନ କରାଯିବ। କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡ଼ିକୁ ରାସ୍ତା ନ ଛାଡ଼ିଲେ, ୧୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ। ଯେଉଁ ବାଇକ୍ କିମ୍ବା…

ଗିରଫ ହେଲେ ବିଜେଡି ନେତା

ଭୁବନେଶ୍ୱର() ଗିରଫ ହେଲେ ବିଜେଡି ନେତା ଅନୁପ ସାଏ । ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ । ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି । ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ…

ଟ୍ରକ୍‌କୁ ଧକ୍କା ଦେଲା ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ବସ୍‌, ୧୪ ମୃତ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏକ ଡବର ଡେକାା ଭଲ୍‌ବୋ ବସ୍‌ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେବାରୁ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର…

ସ୍ବାସ୍ଥ୍ୟ ଉପକାରୀ କିସ୍‌ମିସ୍‌ : ଏହିସବୁ ରୋଗରୁ ଦିଏ ମୁକ୍ତି 

କିସ୍‌ମିସ୍ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍ କମ୍ କରିବା ପାଇଁ ମଧ୍ୟ କିସ୍‌ମିସ୍ ସହାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ପେଟ ରୋଗ ସମସ୍ୟା ଦୂର କରିଥାଏ। ତେବେ ଜାଣନ୍ତୁ କିସ୍‌ମିସ୍ କେତେ…

ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌

ପୁରୀ/କୋଣାର୍କ : ପୁରୀ ଜିଲ୍ଲା ସ୍ତିତ କୋଣାର୍କ ରାମଚଣ୍ଡୀଠାରେ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି…

ଟ୍ରାଫିକ ଭିଡରେ ଶିଶୁ ଜୀବନ ଯିବାପରେ ପୁଲିସ୍‍ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର : ଟ୍ରାଫିକ ଭିଡରେ ଫଶି ଆମ୍ବୁଲାନ୍ସ ଭିତରେ ୫ବର୍ଷ ଶିଶୁର ଜୀବନ ଚାଲିଯିବାପରେ ଏବେ ପୁଣିଥରେ କମିଶନରେଟ ପୁଲିସ୍‍ର ପାରିବା ପଣିଆ ଉପରେ ପ୍ରଶ୍ନ ଲାଗିଛି । ପୁଲିସ୍‍ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ଟୁଇଟକୁ ନେଇ ଚର୍ଚ୍ଚା । ସାଗରିକା ଟୁଇଟ୍‍ କରି…

ଗ୍ରାହକଙ୍କ ପାଇଁ ଦମଦାର୍‌ ଅଫର୍‌

ଟେଲିକମ କମ୍ପାନୀ ଭୋଡାଫୋନ ବର୍ତ୍ତମାନ ନିଜର ୧୨୯ ଟଙ୍କା ପ୍ରିପେଡ୍‌ ପ୍ଲାନରେ ବଡ ପରିବର୍ତ୍ତନ ଜାରି କରିଛି। ଗତ କିଛି ଦିନ ପୂର୍ବରୁ ଭୋଡାଫୋନ ନିଜର ପ୍ରିପେଡ୍‌ ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରିଆସୁଛି। ରିପୋର୍ଟ ଅନୁଯାୟୀ କମ୍ପାନୀ ୫୫୫ ଟଙ୍କା ପ୍ଲାନରେ ବଡ ପରିବର୍ତ୍ତନ କରିବା ପରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ ସୁଧାରି ନେବେ ମାତ୍ର…