Odia News Portal
Yearly Archives

2020

ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ୍

ନୂଆଦିଲ୍ଲୀ() ପୁଣି ବଢିଲା ଗ୍ୟାସ ଦର । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ରୋଷେଇ ଗ୍ୟାସରେ ବଡ ଧରଣର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୪୯ ଟଙ୍କା ଦର ବୃଦ୍ଧି ହୋଇଛି । ରୋଷେଇ ସିଲିଣ୍ଡରର ଦର ୭୪୬ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ୮୯୫ ଟଙ୍କା ହୋଇଛି । ତେବେ…

ରାଜ୍ୟ ଓବିସି କମିଶନ ପୁର୍ନଗଠନ

ଭୁବନେଶ୍ୱର() ରାଜ୍ୟ ସରକାର ପୁଣିଥରେ ଓବିସି କମିଶନ ପୁର୍ନଗଠନ କରିଛନ୍ତି। କମିଶନ ଅଧ୍ୟକ୍ଷ ଭାବେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଛି। ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ନିଯୁକ୍ତ ମିଳିଛି । କମିଶନର ସଦସ୍ୟ ଭାବେ ପ୍ରଫେସର ନବୀନ ରଥ, ପ୍ରଫେସର ମିତାଲି ଚିନ୍ନାରା…

ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ଅଧ୍ୟାପକଙ୍କ ଉପରେ ହେବ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() ଗତ କିଛି ବର୍ଷ ଧରି ଲଗାତାର ଭାବରେ କମ ଛାତ୍ରଛାତ୍ରୀ ନାମ ଲେଖାଉଥିବା କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ସେପଟେ, ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ପ୍ରୋକ୍ଟୋରିଆଲ କମ୍ ମେଣ୍ଟରିଂ ସିଷ୍ଟମକୁ…

ଭାଲେଣ୍ଟାଇନରେ ସଲମାନ ଦେଲେ ଏହି ଉପହାର

ମୁମ୍ବାଇ() ଭାଲେଣ୍ଟାଇନ୍ ୱିକ୍ରେ ନିଜ ରିଲେଶନ୍ସିପ୍ ଷ୍ଟାଟସ୍କୁ ନେଇ ସେ ଏକ ମ୍ୟୁଜିକ୍ ଭିଡିଓ ନେଇ ଆସିଛନ୍ତି ସୁପରଷ୍ଟାର୍ ସଲ୍ମାନ୍ ଖାନ । ଏହାର ନାଁ ହେଉଛି ‘ସ୍ୱାଗ୍ ସେ ସୋଲୋ’। https://youtu.be/SN958msmXeI ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍ ୱିକ୍ରେ ସିଙ୍ଗଲ୍ ଥିବା…

ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁÂାନ ମାନଙ୍କର ବିକାଶ ପାଇଁ ୧୬ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏଥିରେ ନିମ୍ନୋକ୍ତ ଧର୍ମାନୁÂାନ ମାନଙ୍କର ଯାତ୍ରୀମାନଙ୍କ ପାଇଁ…

୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର ()  ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି । ତେବେ ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ୟ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ଫେବ୍ରୁଆରି ୧୮ରେ…

୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ() ଫେବ୍ରୁଆରୀ ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। ଏନେଇ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ…

ଜାଣନ୍ତୁ ନବୀନଙ୍କ ପାଖରେ ରହିଛି କେତେ ସମ୍ପତି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ସମ୍ପତ୍ତି ତାଲିକା ଜାରି କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରେ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ନବୀନ ସବୁଠାରୁ ଧନୀ । ୨୦୧୯ ମାର୍ଚ୍ଚ ସୁଦ୍ଧା ତାଙ୍କ ସମ୍ପତିର ପରିମାଣ…

ମୋ ସରକାରରେ ମିଶିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର() ମୋ ସରକାରରେ ମିଶିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମୋ’ ସରକାରରେ ସାମିଲ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି…

କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ

ବ୍ରହ୍ମପୁର() ବ୍ରହ୍ମପୁର ଏସପିଙ୍କ କାର୍ୟ୍ୟାଳୟ ଆଗରେ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ।ଗୁରୁତର ଅବସ୍ଥାରେ ମିନାକ୍ଷୀ ମିଶ୍ରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ…